ଶ୍ରୀନଗର: ଜମ୍ମୁକାଶ୍ମୀରରେ ଗତ 24 ଘଣ୍ଟାରେ 9 ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା। ସେଥିମଧ୍ୟରୁ ଶୁକ୍ରବାର ଦକ୍ଷିଣ କାଶ୍ମୀରର ବାଟପୁରାରେ 4 ଜଣ ନିହତ ହୋଇଥିବା ବେଳେ ଅନ୍ୟ 5 ଜଣଙ୍କୁ ଏଲଓସି ନିକଟସ୍ଥ କିରଣ ସେକ୍ଟରରେ ନିହତ କରିଛି ସେନା। ଏଥିରେ ଜଣେ ଯବାନ ଶହୀଦ 2 ଜଣ ଆହତ ହୋଇଥିବା ଖବର ମିଳିଛି।
ଘାଟିରେ 24 ଘଣ୍ଟାରେ 9 ଆତଙ୍କୀ ସଫା, ଜଣେ ଯବାନ ଶହୀଦ - 9 terrorists killed in kashmir valley
ଜମ୍ମୁକାଶ୍ମୀରରେ ଗତ 24 ଘଣ୍ଟାରେ 9 ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା। ଏଥିରେ ଜଣେ ଯବାନ ଶହୀଦ 2 ଜଣ ଆହତ ହୋଇଥିବା ଖବର ମିଳିଛି। ଅଧିକ ଖବର ପଢନ୍ତୁ...
![ଘାଟିରେ 24 ଘଣ୍ଟାରେ 9 ଆତଙ୍କୀ ସଫା, ଜଣେ ଯବାନ ଶହୀଦ 9 terrorists killed](https://etvbharatimages.akamaized.net/etvbharat/prod-images/768-512-6668089-770-6668089-1586064568897.jpg)
ଘାଟିରେ 24 ଘଣ୍ଟାରେ 9 ଆତଙ୍କୀ ସଫା, ଜଣେ ଯବାନ ସହିଦ
ସୂଚନା ଅନୁସାରେ ନିୟନ୍ତ୍ରଣ ରେଖା ଠାରେ ଭାରତ ସୀମାକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମୟରେ ଗୁଳି ବିନିମୟ ହୋଇଥିଲା। ଆଉ ଏହି ଏନକାଉଣ୍ଟରରେ 5 ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ସେନା ପକ୍ଷରୁ ସୂଚନା ମିଳିଛି।
Last Updated : Apr 5, 2020, 11:25 AM IST