ଓଡିଶା

odisha

ETV Bharat / bharat

ବଜ୍ରପାତ ନେଲା 8 ଜୀବନ - ଗଢଓ୍ବା ଜିଲ୍ଲା

ଝାଡଖଣ୍ଡର ଗଢଓ୍ବା ଜିଲ୍ଲା ମଝିଆଁଓରେ ବଜ୍ରପାତ । ଏଥିରେ 8 ଜଣଙ୍କ ମୃତ ହୋଇଥିବା ବେଳେ 3 ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଏସଡିପିଓ ପ୍ରଦୀପ କୁମାରଙ୍କ ସୂଚନା ।

ପ୍ରତିକାତ୍ମକ ଫଟୋ

By

Published : Sep 12, 2019, 6:37 PM IST

ରାଞ୍ଚି: ଝାଡଖଣ୍ଡର ଗଢଓ୍ବା ଜିଲ୍ଲାରେ ବଜ୍ରପାତ ଯୋଗୁଁ 8 ଜଣଙ୍କର ମୃତ୍ୟ ହୋଇଥିବା ବେଳେ 3 ଆହତ ହୋଇଛନ୍ତି । ଜିଲ୍ଲାର ମଝିଆଁଓରେ ଏହି ଅଘଟଣ ଘଟିଥିବା ଖବର ମିଳିଛି ।

ବଜ୍ରପାତରେ 8 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସଦର ଏସଡିପିଓ ପ୍ରଦୀପ କୁମାର ସ୍ପଷ୍ଟ କରିଛନ୍ତି । ଏ ଘଟଣାର ଖବର ମିଳିବା ପରେ ପ୍ରଶାସନ ତତ୍ପରତା ଦେଖାଇବା ସହ ଆହତ ଲୋକଙ୍କୁ ହସ୍ପିଟାଲକୁ ପଠାଇଛି। ମଝିଆଁଓର ଲୋକେ ଘର ବାହାରେ ବସିଥିବା ବେଳେ ବଜ୍ରପାତ ହୋଇଥିଲା । ଆଉ 8 ଜଣ ଲୋକ ଟଳି ପଡିଥିଲେ।

ABOUT THE AUTHOR

...view details