ଓଡିଶା

odisha

ପୋଖରୀକୁ ଖସି ପଡିଲା କାର, ପରିବାରର 5 ମୃତ

By

Published : Aug 15, 2019, 4:32 PM IST

Updated : Aug 15, 2019, 6:39 PM IST

କୋଲକାତା 24 ପ୍ରଗଣାରେ କାର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ 7 ମୃତ । ଉଚ୍ଚେଖାଲିରେ ପ୍ରବଳ ବର୍ଷା ଯୋଗୁଁ ପୋଖରୀ ଭିତରକୁ ଖସିପଡିଛି କାର ।

ଫଟୋ ସୌଜନ୍ୟ: ଇଟିଭି ଭାରତ

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣାରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଗୋଟଏ ପରିବାରର 5 ଜଣ ଓ ଅନ୍ୟ 2 ଜଣ କୋଲକାତା ବିମାନ ବନ୍ଦରରୁ ଫରିବା ସମୟରେ କାରଟି ଚବିଶ ପ୍ରଗଣାଠାରେ ରାସ୍ତା କଡ ପୋଖରୀକୁ ଖସି ପଡିଥିଲା । ଦୁର୍ଘଟଣା ସକାଳ 6ଟା ବେଳେ ହୋଇଥିବା ବେଳେ ବିଷ୍ଣୁପୁର ଥାନା ଅଞ୍ଚଳର ଉଚ୍ଚେଖାଲିରେ ପ୍ରବଳ ବର୍ଷା ଯୋଗୁଁ କାର ଡ୍ରଇଭର ଗାଡିର ଭାରସାମ୍ୟ ହରାଇଥିବାରୁ ଦୁର୍ଘଟଣା ଘଟିଥିଲା ।

ମୃତ 7 ଜଣଙ୍କ ମଧ୍ୟରୁ 6 ଜଣ କତାରରୁ ଫେରୁଥିବା ଜଣେ ବ୍ୟକ୍ତିକୁ କୋଲକାତା ବିମାନବନ୍ଦରୁ ଆଣିବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

Last Updated : Aug 15, 2019, 6:39 PM IST

ABOUT THE AUTHOR

...view details