ଓଡିଶା

odisha

ETV Bharat / bharat

ବିଶାଖାପାଟଣାରେ 7 ମାଓବାଦୀଙ୍କ ଆତ୍ମସମର୍ପଣ - maoists surrender in visakhapatnam

ବିଶାଖାପାଟଣା ପୋଲିସ ନିକଟରେ 7 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Jul 24, 2019, 12:51 PM IST

ବିଶାଖାପାଟଣା: ଗ୍ରାମାଞ୍ଚଳ ପୋଲିସ ନିକଟରେ 7 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ତିନିଜଣ ମହିଳା ଓ ଚାରିଜଣ ପୁରୁଷ ରହିଛନ୍ତି । ସ୍ବାସ୍ଥ୍ୟହାନି ଓ ମାନସିକ ଦୃଢତା ହରାଇବାରୁ ସେମାନେ ସଂଗଠନ ଛାଡିଥିବା କହିଛନ୍ତି ।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ 4ଜଣ ହାର୍ଡକୋର ହୋଇଥିବାବେଳେ ଦୁଇଜଣ ମହିଳା ପୋଙ୍ଗୋ ତାଲସୋ ମେଣ୍ଟର ଲିମ୍ବୋ(28) ଓ ଭାନ୍ଥଲା ମାଙ୍ଗମ୍ମା ମେଣ୍ଟର ଝାନକୀ(34) ଆଞ୍ଚଳିକ କମିଟି ସଦସ୍ୟ ଥିବା ଜଣାପଡିଛି ।

For All Latest Updates

ABOUT THE AUTHOR

...view details