ଓଡିଶା

odisha

ETV Bharat / bharat

ବିହାର କାର୍ପେଟ ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍ ହୋଇ 7 ମୃତ - 7 died in gas leakage in bihar

ଗୁରୁବାର ବିହାରର ବିଶ୍ବାରେ ଥିବା କାର୍ପେଟ ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍ ହୋଇ 7 ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ତିନିଜଣ ଶିଶୁଥିବା ଜଣାପଡିଛି ।  ଅଧିକ ପଢନ୍ତୁ...

7 died in gas leakage in sitapur
ବିହାର କାର୍ପେଟ ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍ ହୋଇ 7 ମୃତ

By

Published : Feb 6, 2020, 12:16 PM IST

ପାଟନା: ବିହାରର ଏକ ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍ ହୋଇ 7ଜଣଙ୍କର ମୃତ୍ୟୁ ଘଟିଛି । ଗୁରୁବାର ବିହାରର ବିଶ୍ବାରେ ଥିବା କାର୍ପେଟ ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍ ହୋଇ 7 ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁଥିବା ଜଣାପଡିଛି ।

ବିହାର କାର୍ପେଟ ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍ ହୋଇ 7 ମୃତ

ସୂଚନା ଅନୁଯାୟୀ, ଗୁରୁବାର କର୍ମଚାରୀମାନେ କୋତବାଲି ବିଶୱା ଅଞ୍ଚଳ ଜଲାଲପୁରସ୍ଥିତ କାର୍ପେଟ ଫ୍ୟାକ୍ଟ୍ରିରେ ପହଞ୍ଚିଥିଲେ । ସେତେବେଳେ କର୍ମଚାରୀମାନେ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ ହେବାର ଦେଖିଥିଲେ । ଖବର ପାଇ ପୋଲିସ ଫ୍ୟାକ୍ଟ୍ରିରେ ପହଞ୍ଚିଥିଲେ ମାତ୍ର ସେତେବେଳେ 7 ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ତେବେ ମୃତକମାନଙ୍କ ମଧ୍ୟରେ ତିନି ଜଣ ପୁରୁଷ, ଜଣେ ମହିଳା ଏବଂ ତିନି ଜଣ ଶିଶୁ ଥିବା ଜଣାପଡିଛି ।

ABOUT THE AUTHOR

...view details