ଚେନ୍ନାଇ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 6 ମୃତ । ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ତାମିଲନାଡୁର ନାମକଲ ଜିଲ୍ଲାରେ ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟି 6 ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ 4 ଜଣ ବିହାରର ଥିବା ଜଣାପଡିଛି ।
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 6 ମୃତ - tamilnadu accident news
ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ତାମିଲନାଡୁର ନାମକଲ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି 6 ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ 4 ଜଣ ବିହାରର ଥିବା ଜଣାପଡିଛି ।

ମର୍ମଦୁନ୍ତ ସଡକ ଦୁର୍ଘଟଣାରେ 6 ମୃତ
ମର୍ମଦୁନ୍ତ ସଡକ ଦୁର୍ଘଟଣାରେ 6 ମୃତ
ସୂଚନା ଅନୁଯାୟୀ, ଏକ କାରରେ 6 ଜଣ ବ୍ୟକ୍ତି ଯାଉଥିବା ବେଳେ ତାମିଲନାଡୁର ନାମକଲ ଜିଲ୍ଲାରେ ଏକ ମିନି ଟ୍ରକ କାରଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ 6 ଜଣଙ୍କର ମୃତ୍ୟୁ ଘଟିଛି । ଖବର ପାଇ ନାମକଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ