ମହାରାଷ୍ଟ୍ର: କଲୁମ୍ବା ଥାନା ଅଧୀନ ଭଦୋନା ଖୁର୍ଦ୍ଦ ଗାଁ ଜୋଡମୋହା ନିକଟରେ ସଡକ ଦୁର୍ଘଟଣା । ଏକ ଟାଟା ମ୍ୟାଜିକ୍ ଗାଡି ଓଲଟି 6 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 15 ଜଣ ଆହତ ହୋଇଛନ୍ତି ।
ଟାଟା ମ୍ୟାଜିକ୍ ଗାଡି ଓଲଟି 6 ମୃତ, 15 ଆହତ - ସଡକ ଦୁର୍ଘଟଣା
କଲୁମ୍ବା ଥାନା ଅଧୀନ ଭଦୋନା ଖୁର୍ଦ୍ଦ ଗାଁ ଜୋଡମୋହା ନିକଟରେ ଟାଟା ମ୍ୟାଜିକ୍ ଗାଡି ଓଲଟି 6 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 15 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...
ସଡକ ଦୁର୍ଘଟଣା: ଟାଟା ମ୍ୟାଜିକ୍ ଗାଡି ଓଲଟି 6 ମୃତ, 15 ଆହତ
ସଡକ ଦୁର୍ଘଟଣା: ଟାଟା ମ୍ୟାଜିକ୍ ଗାଡି ଓଲଟି 6 ମୃତ, 15 ଆହତ
କୋଟେଶ୍ବରରୁ ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଗାଡି ଚାଳକ ଭାରସାମ୍ୟ ହରାଇଥିଲେ । ଫଳରେ ଗାଡିଟି ଗଛରେ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ଚିକିତ୍ସା ପାଇଁ ସରକାରୀ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ