ନୂଆଦିଲ୍ଲୀ : ସାରା ବିଶ୍ବରେ ଚିନ୍ତା ବଢାଇଛି କୋରୋନା ମହାମାରୀ । ପାଖାପାଖି 188 ଦେଶକୁ ଗ୍ରାସ କରିଛି ଏହି କିଲର ଭାଇରସ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ କିଛି କମ ନାହିଁ । କୋରୋନାକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।
6 ଯବାନ କୋରୋନା ପଜେଟିଭ ଚିହ୍ନଟ - 6 ଯବାନ କୋରୋନା ପଜେଟିଭ ଚିହ୍ନଟ
6 ଯବାନ କୋରୋନା ପଜେଟିଭ ଚିହ୍ନଟ । 90 ଆକ୍ରାନ୍ତ, ସୁସ୍ଥ ହୋଇଛନ୍ତି 223 । ଅଧିକ ପଢନ୍ତୁ....
6 ଯବାନ କୋରୋନା ପଜେଟିଭ ଚିହ୍ନଟ
ଆଇଟିବିପିର ଆଉ 6 ଜଣ ଯବାନ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ତେବେ ମୋଟ 90 ଜଣ ଯବାନ କୋରୋନାରେ ସଂକ୍ରମିତ ହୋଇଥିବାବେଳେ 223 ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଆଇଟିବିପି ପକ୍ଷରୁ ସୂଚନା ମିଳିଛି । ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା 528859 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 16095 ରହିଛି ।
ସୌଜନ୍ୟ @ ANI