ଓଡିଶା

odisha

ETV Bharat / bharat

ବନ୍ଧୁକ ମୁନରେ ଗୋରୁ ବ୍ୟବସାୟୀଙ୍କ ଠୁ 6 ଲକ୍ଷ ଲୁଟ - ଖୋର୍ଦ୍ଧା

ବେଗୁନିଆ ଥାନା ଅଞ୍ଚଳରେ ପୁଣି ଲୁଟେରାଙ୍କ ଆତଙ୍କରାଜ । ସୋମବାର ବିଳମ୍ବିତ ରାତିରେ ଗୋରୁ ବ୍ୟବସାୟୀଙ୍କୁ ମାଡ଼ ମାରି 6 ଲକ୍ଷ 77 ହଜାର ଟଙ୍କା ଲୁଟି ନେଇଥିବା ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବନ୍ଧୁକ ମୁନରେ ଗୋରୁ ବ୍ୟବସାୟୀଙ୍କ ଠାରୁ 6 ଲକ୍ଷ ଲୁଟ
ବନ୍ଧୁକ ମୁନରେ ଗୋରୁ ବ୍ୟବସାୟୀଙ୍କ ଠାରୁ 6 ଲକ୍ଷ ଲୁଟ

By

Published : Jan 26, 2021, 7:07 PM IST

ଖୋର୍ଦ୍ଧା : ବେଗୁନିଆ ଥାନା ଅଞ୍ଚଳରେ ପୁଣି ଲୁଟେରାଙ୍କ ଆତଙ୍କରାଜ । ସୋମବାର ବିଳମ୍ବିତ ରାତିରେ ଗୋରୁ ବ୍ୟବସାୟୀଙ୍କୁ ମାଡ଼ ମାରି 6 ଲକ୍ଷ 77 ହଜାର ଟଙ୍କା ଲୁଟି ନେଇଥିବା ବେଗୁନିଆ ଥାନାରେ ଅଭିଯୋଗ ହୋଇଛି ।

ବନ୍ଧୁକ ମୁନରେ ଗୋରୁ ବ୍ୟବସାୟୀଙ୍କ ଠାରୁ 6 ଲକ୍ଷ ଲୁଟ

ସୁଚାନାନୁଯାୟୀ, ବେଗୁନିଆ ଥାନା ଅନ୍ତର୍ଗତ ଜାମୁସାହି ଗ୍ରାମର ମୁସ୍ତାଫା ଖାଁ, ଲିଆକତ ଖାଁ ବ୍ୟବସାୟ ସାରି ଟଙ୍କା ଆଦାୟକରୀ କାରରେ ନିଜ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ପିଚୁକୁଳି ସାନପଦର ରାସ୍ତାରେ ଏକ ସ୍କର୍ପିଓ ଗାଡ଼ିରେ ଅଜଣା ମୁଖା ପିନ୍ଧା ଯୁବକ ତାଙ୍କ ଗାଡି ଅଟକାଇ ଆକ୍ରମଣ କରି ନଗଦ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଏନେଇ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details