ଶ୍ରୀନଗର: ଏଲଓସିରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନ । ପାକିସ୍ତାନ ସେନା ଗୁଳିରେ 6 ଜଣ ଭାରତୀୟ ନାଗରିକ ଆହତ ହୋଇଥିବା ଜଣାପଡିଛି । ଜମ୍ମୁ ଓ କାଶ୍ମୀରର କୁପଓ୍ବାଡାରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ସୂଚନା ।
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, 6 ଭାରତୀୟ ନାଗରିକ ଆହତ - ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନ
ପାକିସ୍ତାନ ସେନାର ଗୁଳିରେ 6 ଜଣ ଭାରତୀୟ ନାଗରିକ ଆହତ ହୋଇଥିବା ଜଣାପଡିଛି । ଉତ୍ତର କାଶ୍ମୀରର ଜିଲ୍ଲା କୁପୱାଡାର ନଉଗାମ ଏବଂ ତଙ୍ଗଧର ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...
![ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, 6 ଭାରତୀୟ ନାଗରିକ ଆହତ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନ, 6 ଭାରତୀୟ ନାଗରିକ ମୃତ](https://etvbharatimages.akamaized.net/etvbharat/prod-images/768-512-8330143-960-8330143-1596807164949.jpg)
ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନ, 6 ଭାରତୀୟ ନାଗରିକ ମୃତ
ଉତ୍ତର କାଶ୍ମୀରର ଜିଲ୍ଲା କୁପୱାଡାର ନୌଗାମ ଏବଂ ଟଙ୍ଗଧର ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଟଙ୍ଗଧର ସେକ୍ଟରରେ ପାକିସ୍ତାନ ଗୁଳି ବିନିମୟରେ 6 ଜଣ ଭାରତୀୟ ନାଗରିକ ଆହତ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ନଉଗାମ ସେକ୍ଟରରୁ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ଅନ୍ୟପକ୍ଷେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନକୁ ବୀରତ୍ବର ସହ ମୁହଁତୋଡ ଜବାବ ଦିଆଯାଉଛି ।