ମୁମ୍ବାଇ: ପୁଣେ ମ୍ୟୁନିସିପାଲ କର୍ପୋରେସନର ଜଳ ଯୋଗାଣ ବିଭାଗର କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିବା ଅଭିଯୋଗରେ ପୂର୍ବତନ ବିଜେପି ବିଧାୟକ ଯୋଗେଶ ତିଲକର ଗିରଫ ହୋଇଛନ୍ତି । ଏହାସହ 4 ଜଣ ବିଜେପି କର୍ପୋରେଟର ଏବଂ କିଛି ଦଳୀୟକର୍ମୀଙ୍କୁ ଗିରଫ କରାଯାଇଛି।
ପୁଣେ PMC କାର୍ଯ୍ୟାଳୟରେ ଭଙ୍ଗାରୁଜା, ପୂର୍ବତନ ବିଜେପି ବିଧାୟକ ଗିରଫ - PMC office vandaliz
ପୁଣେ ମ୍ୟୁନିସିପାଲ କର୍ପୋରେସନର ଜଳ ଯୋଗାଣ ବିଭାଗରରେ ଭଙ୍ଗାରୁଜା । ପୂର୍ବତନ ବିଜେପି ବିଧାୟକ ଯୋଗେଶ ତିଲକର ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...
ପୁଣେ PMC କାର୍ଯ୍ୟାଳୟରେ ଭଙ୍ଗାରୁଜା, ପୂର୍ବତନ ବିଜେପି ବିଧାୟକ ଗିରଫ
ଘଟଣାରେ 36 ଜଣଙ୍କୁ ଗିରଫ କରିଛି ପୋଲିସ । ପୁଣେର ଏକ କୋର୍ଟ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।