ଓଡିଶା

odisha

ETV Bharat / bharat

ଜାମ୍ମୁ-କାଶ୍ମୀରରେ 58 ଡିଏସପିଙ୍କ ବଦଳି - ଜାମ୍ମୁ-କାଶ୍ମୀରରେ ଡିଏସପିଙ୍କ ବଦଳି

କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀର ପୋଲିସରେ ବଡ ଅଦଳବଦଳ । 58 ଜଣ ଡିଏସପିଙ୍କ ବଦଳି ନେଇ ନିର୍ଦ୍ଦେଶ ଜାରି ।

ଜାମ୍ମୁ-କାଶ୍ମୀରରେ 58 ଡିଏସପିଙ୍କ ବଦଳି
ଜାମ୍ମୁ-କାଶ୍ମୀରରେ 58 ଡିଏସପିଙ୍କ ବଦଳି

By

Published : Mar 2, 2020, 4:27 AM IST

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ପୋଲିସରେ ବଡ ଅଦଳ ବଦଳ । ଘାଟିରେ 58 ଜଣ ଡିଏସପିଙ୍କ ବଦଳି କରିଦିଆଯାଛି । ବଦଳି ହୋଇଥିବା ପୋଲିସ ଅଫିସରଙ୍କ ମଧ୍ୟରେ ଫରାଦ ଟାକ, ପ୍ରଦୀପ କୁମାର, ସଲିମ ଜାହାଙ୍ଗିର, ଇମତିୟାଜଙ୍କ ନାଁ ସାମିଲ ରହିଛି ।

ସେପଟେ ପୁରୁଣା ଜାମ୍ମୁର ବାଣିଜ୍ୟିକ କେନ୍ଦ୍ର ରହିଥିବା ଐତିହାସିକ ସିଟି ଚୌକର ନାଁ ବଦଳାଇ ଭାରତ ମାତା ଚୌକ କରିଦିଆଯାଇଛି । ବିଜେପି ନେତୃତ୍ବାଧିନ ଜାମ୍ମୁ ମହାନଗରନିଗମ ଏ ସମ୍ବନ୍ଧରେ ପ୍ରସ୍ତାବ ପାରିତ କରିଥିଲା । ଏହାପରେ ଏହି ଏହି ଚୌକର ନାଁକୁ ପରିବର୍ତ୍ତନ କରାଯାଇଛି ।

@ANI

ABOUT THE AUTHOR

...view details