ମୁମ୍ବାଇ: କୋରୋନା ମହାମାରୀରେ ଏସିଆ ମହାଦେଶର ସବୁଠାରୁ ଜନବହୁଳ ବସ୍ତି ଭାବରେ ଜଣାଶୁଣା ମୁମ୍ବାଇର ଧରାଭି ବସ୍ତିରେ COVID-19 ରେ ସଂକ୍ରମିତ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ଧରାଭିରେ ରହୁଥିବା ଜଣେ 56 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବିଏମସି ଏକ ବିବୃତିରେ କହିଛି ।
ସୂଚନା ଅନୁସାରେ କୋରୋନାଭାଇରସ୍ ପାଇଁ ପଜିଟିଭ୍ ଟେଷ୍ଟ ରିପୋର୍ଟ ଆସିବା ପରେ ସନ୍ଧ୍ୟାରେ ସିଓନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଧରାଭିରେ 56 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।