ଓଡିଶା

odisha

ETV Bharat / bharat

ଆଜିଠୁ ଗୋଆରେ ଆରମ୍ଭ 50ତମ ‘ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ’ - 50 ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ

ବୁଧବାର ଗୋଆର ରାଜଧାନୀ ପାଣାଜୀରେ ଆରମ୍ଭ ହେବାକୁ ଯାଉଛି 50 ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ(ଆଇଏଫଏଫଏ) । ଏନେଇ ସରିଛି ପ୍ରସ୍ତୁତି ପର୍ବ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Nov 20, 2019, 10:50 AM IST

Updated : Nov 20, 2019, 11:01 AM IST

ପାଣାଜୀ: ବୁଧବାର ଗୋଆର ରାଜଧାନୀ ପାଣାଜୀରେ ଆରମ୍ଭ ହେବାକୁ ଯାଉଛି 50 ତମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ(ଆଇଏଫଏଫଏ) । ଏହି ଅବସରରେ ଶ୍ୟାମ ପ୍ରସାଦ ମୁଖାର୍ଜୀ ଇନ୍ଦୋର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପହଞ୍ଚି ଏହି ଉତ୍ସବର ଶୁଭାରମ୍ଭ କରିବେ । ତେବେ ଏହି ଅବସରରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଟଲିଉଡ ସୁପରଷ୍ଟାର ରଜନୀକାନ୍ତ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ତେବେ ନଭେମ୍ବର 20 ରୁ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବରେ 76ଟି ଦେଶର 300 ଫିଲ୍ମ ପ୍ରଦର୍ଶନୀ କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ତନ୍ମଧ୍ୟରୁ 7ଟି ଫିଲ୍ମ ଚୟନ କରାଯାଇ ଗୋଆରେ ପ୍ରଦର୍ଶନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସୂଚନା ଦେଇଛନ୍ତି ।

Last Updated : Nov 20, 2019, 11:01 AM IST

ABOUT THE AUTHOR

...view details