ଶ୍ରୀନଗର: 5 ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ଓ ସୋପୋର ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଆତଙ୍କବାଦୀମାନେ ଲସ୍କର ଇ ତଲଉବା ସଂଗଠନ ସହିତ ଜଡିତ ଥିବା ଜଣାପଡିଛି । ଜମ୍ମୁ କାଶ୍ମୀରର ତୁଜାର ଗ୍ରାମରେ ଜଣେ ସାଧାରଣ ନାଗରିକଙ୍କ ବାସଭବନରେ ଗ୍ରେନେଡ ଆକ୍ରମଣ ଘଟଣାରେ ସେମାନଙ୍କୁ ଗିରଫ କରଯାଇଛି ।
ଗିରଫ ହେଲେ 5 ଜଣ ଆତଙ୍କବାଦୀ - Lashkar-e-Taiba
ଗିରଫ ହେଲେ 5 ଜଣ ଆତଙ୍କବାଦୀ । ହ୍ୟାଣ୍ଡ ଗ୍ରେନେଡ ସହ ବହୁ ମାରଣାସ୍ତ୍ର ଜବତ । ଅଧିକ ପଢନ୍ତୁ....
![ଗିରଫ ହେଲେ 5 ଜଣ ଆତଙ୍କବାଦୀ 5 terrorist arrested by security forces & Sopore Police](https://etvbharatimages.akamaized.net/etvbharat/prod-images/768-512-6784963-thumbnail-3x2-laskar-jp.jpg)
ଗିରଫ ହେଲେ 5 ଜଣ ଆତଙ୍କବାଦୀ
ସେମାନଙ୍କ ଠାରୁ ବହୁ ମାରଣାସ୍ତ୍ର ସହିତ ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଛି । ତେବେ ଏହି ଘଟଣାର ତଦନ୍ତ ଜାରି ରହିଛି ।
ସୌଜନ୍ୟ @ANI