ଓଡିଶା

odisha

ETV Bharat / bharat

ପୁଣି ଆଣ୍ଡମାନରେ ଭୂକମ୍ପ - hits

ପୁଣି ଆଣ୍ଡାମାନରେ ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲର ତ୍ରୀବତା 5.6 ରେକର୍ଡ କରାଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : May 22, 2019, 9:15 AM IST

ପୋର୍ଟବ୍ଲେୟର: ପୁଣି ଆଣ୍ଡାମାନରେ ଭୂକମ୍ପ ଝଟକା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.6 ରହିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।


ଭୂକମ୍ପ ସକାଳ 6.09ରେ ଅନୁଭୂତ ହୋଇଥିବା ବେଳେ ଏହା ଭୂପୃଷ୍ଠରୁ 10 କିମି ଗଭୀରତା ଭିତରେ ହୋଇଥିବା ଜଣାପଡିଛି । ଗତକାଲି ନିକୋବରରେ 4.1 ତ୍ରୀବତାର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରାତି 2.04ରେ ଭୂକମ୍ପ ହୋଇଥିଲା । ତେବେ ଗତକିଛି ଦିନ ଆଣ୍ଡାମାନ ଓ ନିକୋବରରେ ଦ୍ବୀପୁଞ୍ଜରେ ବାରମ୍ବାର ଭୂକମ୍ପ ହେଉଛି । ଏପ୍ରିଲ 1ରେ ପାଖାପାଖି 10 ଥର ଝଟକା ଖାଇଛି ।

For All Latest Updates

ABOUT THE AUTHOR

...view details