ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦକ୍ଷିଣ ଇରାନ । ରିକ୍ଟର ସ୍କେଲରେ ତୀବ୍ରତା 5.4 ରେକର୍ଡ କରାଯାଇଛି । ଭୂକମ୍ପର ଝଟକା ଇରାନର ହରମୋଜଗାନରେ ଅନୁଭୂତ ହୋଇଥିଲା । ଏନେଇ ତେହେରାନ ଭୂତତ୍ତ୍ବ ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ଭୂକମ୍ପରେ ଥରିଲା ଇରାନ, ରିକ୍ଟର ସ୍କେଲରେ ତୀବ୍ରତା 5.4 - southern-iran
ଥରିଲା ଦକ୍ଷିଣ ଇରାନ। ରିକ୍ଟର ସ୍କେଲରେ ତୀବ୍ରତା 5.4 ରେକର୍ଡ। କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଅଧିକ ଖବର ପଢନ୍ତୁ...
![ଭୂକମ୍ପରେ ଥରିଲା ଇରାନ, ରିକ୍ଟର ସ୍କେଲରେ ତୀବ୍ରତା 5.4 quake-hits-southern-iran](https://etvbharatimages.akamaized.net/etvbharat/prod-images/768-512-6422779-thumbnail-3x2-lljpg.jpg)
ଭୂକମ୍ପରେ ଥରିଲା ଇରାନ, ରିକ୍ଟର ସ୍କେଲରେ ତୀବ୍ରତା 5.4
ଭୂକମ୍ପ ରବିବାର ରାତି 10.04 ସମୟରେ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ବନ୍ଦାର ଖାମିରଲ ସହରରୁ 39 କିଲୋମିଟର ଦୂରରେ ସୃଷ୍ଟି ହୋଇଥିଲା । ଏହାର ଗଭୀରତା 16 କିଲୋମିଟର ଥିଲା । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ଆକଳନ କରାଯାଇ ନାହିଁ ।