ଓଡିଶା

odisha

ETV Bharat / bharat

ଆରଜେଡି ଛାଡି ଜେଡିୟୁରେ ମିଶିଲେ 5 ବିଧାନ ପରିଷଦର ସଦସ୍ୟ

ଆରଜେଡି ବିଧାନ ପରିଷଦର 5 ସଦସ୍ୟ ମଙ୍ଗଳବାର ଇସ୍ତଫା ଦେଇ ଶାସକ ଦଳ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ)ରେ ଯୋଗ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Jun 24, 2020, 4:47 AM IST

Updated : Jun 24, 2020, 8:51 AM IST

ଆରଜେଡି ଛାଡ଼ି ଜେଡିୟୁରେ ମିଶିଲେ 5 ବିଧାନ ପରିଷଦଦ ସଦସ୍ୟ
ଆରଜେଡି ଛାଡ଼ି ଜେଡିୟୁରେ ମିଶିଲେ 5 ବିଧାନ ପରିଷଦଦ ସଦସ୍ୟ

ପାଟଣା: ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ଝଟକା ଲାଗିଛି । ଆରଜେଡି ବିଧାନ ପରିଷଦର 5 ସଦସ୍ୟ ମଙ୍ଗଳବାର ଇସ୍ତଫା ଦେଇ ଶାସକ ଦଳ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ)ରେ ଯୋଗ ଦେଇଛନ୍ତି ।

ଆଗକୁ ବିଧାନ ପରିଷଦର 9ଟି ଆସନ ପାଇଁ ନିର୍ବାଚନ ହେବ। ଏହା ପୂର୍ବରୁ ଆରଜେଡି ବିଧାନ ପରିଷଦର ସଦସ୍ୟ ରାଧାଚରଣ ସେଠ୍, ଦିଲୀପ ରାଏ, କମରେ ଆଲାମ୍, ସଞ୍ଜୟ ପ୍ରସାଦ ଏବଂ ରଣବିଜୟ ସିଂହ ଇସ୍ତଫା ଦେଇଛନ୍ତି ।

ସେହିପରି ଆଗକୁ ବିହାରରେ ବିଧାନସଭା ନିର୍ବାଚନ ରହିଛି । ଏବେର ଆରଜେଡି ବିଧାୟକ ମଧ୍ୟ ଜେଡିୟୁରେ ମିଶିବାର ସମ୍ଭାବନା ରହିଛି ।

Last Updated : Jun 24, 2020, 8:51 AM IST

ABOUT THE AUTHOR

...view details