ଓଡିଶା

odisha

ETV Bharat / bharat

ଉନ୍ନାଓ ଗଣଦୁଷ୍କର୍ମ ମାମଲା: 14 ଦିନ ବିଚାର ବିଭାଗୀୟ ହାଜତକୁ ଗଲେ 5 ଅଭିଯୁକ୍ତ - accused send to judicial custody in unnao gangrape

ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ 5 ଅଭିଯୁକ୍ତଙ୍କୁ 14 ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଲା ବିହାର ପୋଲିସ ।

ଉନ୍ନାଓ ଗଣଦୁଷ୍କର୍ମମ ଘଟଣା
ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Dec 6, 2019, 8:25 PM IST

ହାଇଦ୍ରାବାଦ: ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ବିହାର ପୋଲିସ ସମସ୍ତ 5 ଅଭିଯୁକ୍ତଙ୍କୁ କୋର୍ଟଙ୍କ ଆଦେଶକ୍ରମେ 14 ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି । ଏହି 5 ଅଭିଯୁକ୍ତ ଗୁରବାର ପୀଡିତାଙ୍କୁ କିରୋସିନ ଢାଳି ଜଳାଇ ଦେଇଥିଲେ । ପୀଡିତା ଏବେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଜୀବନ ଓ ମରଣ ସହ ଲଢେଇ କରୁଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ହାଇଦ୍ରାବାଦ ପରେ ଉନ୍ନାଓରେ ଏଭଳି ଘଟଣା ସମାଜରେ ଭୟର ବାତାବରଣ ରହିଛି । ସମସ୍ତେ ମହିଳା ଓ ଝିଅଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ରହିଛନ୍ତି । ତେବେ ଶୁକ୍ରବାର ଏହି ଘଟଣାରେ କୋର୍ଟର ଆଦେଶରେ ବିହାର ପୋଲିସ 5 ଜଣ ଅଭିଯୁକ୍ତଙ୍କୁ ଉନ୍ନାଓ ଜେଲକୁ ପଠାଇଦେଇଛି । ସମସ୍ତ ଅଭିଯୁକ୍ତଙ୍କୁ କଡାସୁରକ୍ଷା ମଧ୍ୟରେ ଜେଲକୁ ନିଆଯାଇଛି ।

ABOUT THE AUTHOR

...view details