ଓଡିଶା

odisha

ETV Bharat / bharat

ମେଲବୋର୍ଣ୍ଣ ଗଲେ ଦିଲ୍ଲୀରେ ଫସିଥିବା 444 ବିଦେଶୀ ନାଗରିକ

ଦିଲ୍ଲୀ ବିମାନବନ୍ଦରରୁ ଶନିବାର ରାତିରେ ମେଲବୋର୍ଣ୍ଣ ଗଲେ ଲକଡାଉନ ଯୋଗୁଁ ଭାରତରେ ଫଶି ରହିଥିବା ବିଦେଶୀ ନାଗରିକ । ଅଧିକ ପଢନ୍ତୁ...

By

Published : Apr 12, 2020, 1:22 PM IST

430 Australian citizens
ମେଲବର୍ଣ୍ଣ ଗଲେ ଦିଲ୍ଲୀରେ ଫଶିରହିଥିବା 444 ଜଣ ବିଦେଶୀ ନାଗରିକ

ନୂଆଦିଲ୍ଲୀ: ଦେଶରେ କୋରନା କାରଣରୁ ଜାରି ରହିଛି ଲକଡାଉନ । ଏହି ଲକଡାଉନ ଆସନ୍ତା 15ରେ ସରିବାକୁ ଥିବାବେଳେ କୋରୋନାର ବ୍ୟାପକତାକୁ ଦେଖି ଏହାର ଅବଧିକୁ ବୃଦ୍ଧି କରାଯାଇଛି । ଯାହା ଦ୍ବାରା ସମସ୍ତ ଗାଡି, ଟ୍ରେନ ଓ ବିମାନ ସେବା ବନ୍ଦ ରହିଛି । ଯାହାକୁ ନେଇ ଏବେବି ଅନ୍ୟଦେଶର ଲୋକ ଭାରତରେ ଫସିରହିଛନ୍ତି । ଆଉ କିଛି ବିଦେଶୀଙ୍କୁ ମଧ୍ୟ ବିମାନ ଯୋଗେ ତାଙ୍କ ଦେଶକୁ ପଠାଯାଇଛି ।

ମେଲବର୍ଣ୍ଣ ଗଲେ ଦିଲ୍ଲୀରେ ଫଶିରହିଥିବା 444 ଜଣ ବିଦେଶୀ ନାଗରିକ

ତେବେ ଶନିବାର 444 ଜଣ ବିଦେଶୀଙ୍କୁ ବିମାନ ଯୋଗେ ତାଙ୍କ ଦେଶକୁ ପଠାଯାଇଛି । ତେବେ ସେମାନଙ୍କ ମଧ୍ୟରେ 430 ଅଷ୍ଟ୍ରେଲିଆ ନାଗରିକ, ସ୍ଥାୟୀ ବାସିନ୍ଦା ଏବଂ ପରିବାର ରହିଥିବାବଳେ, 14 ଜଣ ନ୍ୟୁଜିଲାଣ୍ଡ ନାଗରିକ ରହିଛନ୍ତି । ଏହି ସମସ୍ତଙ୍କୁ ମେଲବୋର୍ଣ୍ଣ ଅଭିମୁଖେ ଦିଲ୍ଲୀରୁ ଏକ ଚାର୍ଟର ବିମାନରେ ଯାତ୍ରା କରିଥିଲେ। ସାଇମନ୍ କ୍ୱିନଙ୍କ ନେତୃତ୍ୱରେ ଅଷ୍ଟ୍ରେଲୀୟମାନଙ୍କ ଏକ ଦଳ ଦ୍ୱାରା ଏହି ବିମାନର ଆୟୋଜନ କରାଯାଇଥିବା କହିଛନ୍ତି ଭାରତରେ ଥିବା ଅଷ୍ଟ୍ରେଲିଆ ହାଇ କମିଶନ ।

ABOUT THE AUTHOR

...view details