ଭୋପାଳ: ଜବଲପୁର ଜେଲରେ ପଶିଲା କୋରୋନା । 40 ଅନ୍ତେବାସୀ କୋରୋନା ପଡିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ନେତାଜୀ ସୁବାଶ ଚନ୍ଦ୍ର ବୋଷ ସେଣ୍ଟ୍ରାଲ ଜେଲ ଡେପୁଟି ଇନସେପକ୍ଟର ଜେନେରାଲ ଗୋପାଳ ତମାରକର ସୂଚନା ଦେଇଛନ୍ତି । ଅନ୍ତେବାସୀ କୋରୋନ ପଡିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି । l
ଜବଲପୁର ଜେଲରେ ପଶିଲା କୋରୋନା, ସଂକ୍ରମିତ ହେଲେ 40 ଅନ୍ତେବାସୀ - 40 ଅନ୍ତେବାସୀ କୋରୋନା ପଜିଟିଭ
40 ଅନ୍ତେବାସୀ କୋରୋନା ପଜିଟିଭ । ସଂକ୍ରମିତ ଚିହ୍ନଟ ହେବା ପରେ ସମସ୍ତଙ୍କୁ ରଖାଗଲା ଆଇସୋଲେସନରେ । ଅଧିକ ପଢନ୍ତୁ.....
ଜବଲପୁର ଜେଲରେ ପଶିଲା କୋରୋନା, ସଂକ୍ରମିତ ହେଲେ 40 ଅନ୍ତେବାସୀ
କିଛି ଅନ୍ତେବାସୀଙ୍କ କୋରୋନା ଲକ୍ଷଣ ଦେଖାଦେବାରୁ ସେମାନଙ୍କୁ କୋରୋନା କୋରୋନା ପରୀକ୍ଷା କରାଯାଇଥିଲା । ସେମାନଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ପରେ ସମାନଙ୍କୁ ଆଇସୋଲେସନରେ ରଖାଯାଇଛି । ଏପରିକି ସେମାନଙ୍କ ଗତିବିଧି ଉପରେ ରୋକ ଲଗାଯାଇଛି । ଯେପରିକି ସେମାନେ 3,000 ଅନ୍ତେବାସୀଙ୍କ ସଂସ୍ପର୍ଶରେ ଆସିବେ ନାହିଁ ।