ନୂଆଦିଲ୍ଲୀ: ଦେଶରେ କୋରୋନା ପ୍ରକୋପ ଜାରି ରହିଛି । କୋରୋନା ସଂକ୍ରମଣ ରିପୋର୍ଟ ବଢିଚାଲିଥିବା ବେଳେ ଏବେ ଦେଶର ସେନାକୁ ବ୍ୟାପିବାରେ ଲାଗିଛି ସଂକ୍ରମଣ ରିପୋର୍ଟ । ଦିଲ୍ଲୀରେ ମୁତୟନ ଅନେକ ସିଆରପିଏଫ ଯବାନ କୋରୋନା ପଜିଟିଭ ପରେ ଏବେ ବିଏସଏଫ ଯବାନ କୋରୋନା ସଂକ୍ରମିତ ରହିଛନ୍ତି । ରବିବାର 25 ମାମଲା ସହ ଦିଲ୍ଲୀରେ ମୋଟ 40 ସୀମା ସୁରକ୍ଷା ବଳ (ବିଏସ୍ଏଫ୍) କର୍ମଚାରୀ ଏପର୍ଯ୍ୟନ୍ତ କୋଭିଡ -19 ସଂକ୍ରମିତ ହୋଇଛନ୍ତି ।
ଦିଲ୍ଲୀରେ 40 ବିଏସଏଫ କର୍ମଚାରୀ କୋରୋନା ପଜିଟିଭ - ବିଏସଏଫ କର୍ମଚାରୀ କୋରୋନା ପଜେଟିଭ
ଦିଲ୍ଲୀରେ ମୁତୟନ ଅନେକ ସିଆରପିଏଫ ଯବାନ କୋରୋନା ପଜିଟିଭ ପରେ ଏବେ ବିଏସଏଫ ଯବାନ କୋରୋନା ସଂକ୍ରମିତ ରହିଛନ୍ତି । ରବିବାର 25 ମାମଲା ସହ ଦିଲ୍ଲୀରେ ମୋଟ 40 ସୀମା ସୁରକ୍ଷା ବଳ (ବିଏସ୍ଏଫ୍) କର୍ମଚାରୀ ଏପର୍ଯ୍ୟନ୍ତ କୋଭିଡ -19 ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀରେ 40 ବିଏସଏଫ କର୍ମଚାରୀ କୋରୋନା ପଜିଟିଭ
ସମଗ୍ର ଦେଶରେ 42 ବିଏସ୍ଏଫ୍ କର୍ମଚାରୀ କୋରୋନା ସଂକ୍ରମିତ ହୋଇଛନ୍ତି । ଏହି 25 ଯବାନ ଏକ ସମାନ କମ୍ପାନୀର ବୋଲି ଜଣାପଡିଛି । ବିଏସ୍ଏଫ୍ 126 ବାଟାଲିୟନ ଓ ଦିଲ୍ଲୀ ପୋଲିସ୍ ଜାମା ମସଜିଦ୍ ଅଞ୍ଚଳରେ ମୁତୟନ ହୋଇଛନ୍ତି । ଶନିବାର 6 ଜଣ କର୍ମଚାରୀ କୋଭିଡ -19 ପଜିଟିଭ୍ ରହିଥିଲେ ।