ଓଡିଶା

odisha

ETV Bharat / bharat

ଅଟୋ ରିକ୍ସାକୁ ଧକ୍କା ଦେଲା ସ୍କୁଲ ବସ, 4 ମୃତ - kerala accident

ଅଟୋରିକ୍ସାକୁ ଧକ୍କାଦେଲା ବସ 4 ମୃତ । କେରଳ କୋଚିରେ ଘଟିଛି ଦୁର୍ଘଟଣା। ଆଗକୁ ପଢନ୍ତୁ...

ଅଟୋରିକ୍ସାକୁ ଧକ୍କାଦେଲା ବସ 4 ମୃତ

By

Published : Nov 25, 2019, 11:03 AM IST


ଥିରୁଅନନ୍ତପୁରମ:ଅଟୋରିକ୍ସାକୁ ଧକ୍କା ଦେଲା ଘରୋଇ ସ୍କୁଲ ବସ୍ । ଫଳରେ ଅଟୋରେ ଥିବା 4 ଜଣଙ୍କର ମୃତ୍ୟୁ ଘଟିଛି । କେରଳ କୋଚି ବ୍ୟାଙ୍କ ଜଙ୍କସନ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା ।

ଅଟୋରିକ୍ସାକୁ ଧକ୍କାଦେଲା ବସ

ସୂଚନା ଅନୁସାରେ, ସୋମବାର ସକାଳୁ ଘଟିଛି ଏହି ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ବସଟି ଅଟୋରିକ୍ସାକୁ ବ୍ୟାଙ୍କ ଜଙ୍କସନ ଜାତୀୟ ରାଜପଥରେ ଅଙ୍ଗମଲ୍ଲି ଠାରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଅଟୋ ଚାଳକଙ୍କ ସମେତ 3 ମହିଳା ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି ।

ABOUT THE AUTHOR

...view details