ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ ବସ ଦୁର୍ଘଟଣା, 4 ମୃତ - Maharashtra bus accident

ମହାରାଷ୍ଟ୍ରର ବୋରଘରରେ ରାସ୍ତାକଡକୁ ଖସିଲା ବସ । 4 ଯାତ୍ରୀ ମୃତ । ଅନେକ ଆହତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Nov 4, 2019, 9:33 AM IST

ମୁମ୍ବାଇ: ମହାରାଷ୍ଟ୍ରର ବୋରଘରରେ ବସ ଦୁର୍ଘଟଣା । 4 ଯାତ୍ରୀ ମୃତ । ଅନେକ ଆହତ । ନିକଟସ୍ଥ ଖୋପୋଲି ସରକାରୀ ମେଡିକାଲରେ ଭର୍ତ୍ତି ।

ମହାରାଷ୍ଟ୍ରରେ ବସ ଦୁର୍ଘଟଣା, 4 ମୃତ

ସୋମବାର, ସକାଳ 5 ଟାରେ ବୋରଘର ନିକଟରେ ବସଟି ଭାରସ୍ୟାମ ହରାଇ ରାସ୍ତା କଡକୁ ଖସି ପଡିଥିଲା । ଯେଉଁଥିରେ 4 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ 2 ବର୍ଷର ଶିଶୁ ରହିଛି । ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ସକାଳ ସମୟରେ ବସ ଚାଳକଙ୍କ ଆଖି ଲାଗିଯାଇଥିବାରୁ ଏପରି ହୋଇଥିବା ଅନୁମାନ କରାଯାଉଛି ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, ବୁଲାଣିରେ ହିଁ ବସଟି ଭାରସ୍ୟାମ ହରାଇ ରାସ୍ତାକଡକୁ ଖସି ପଡିଥିଲା ।

ABOUT THE AUTHOR

...view details