ନୂଆଦିଲ୍ଲୀ: 24 ଘଣ୍ଟାରେ 36 ବିଏସଏଫ ଯବାନ କୋରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ 33 ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ଏବେବି 526 ସକ୍ରିୟ ମାମଲା ରହିଥିବା ବେଳେ ଏପର୍ଯ୍ୟନ୍ତ ମୋଟ 817 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଲଗାତର କିଛି ଦିନ ଧରି ଯବାନ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି ।
24 ଘଣ୍ଟାରେ 36 ବିଏସଏଫ ଯବାନ କୋରୋନା ପଜେଟିଭ - କୋରୋନା ପଜେଟିଭ
ବଢୁଛି କୋଭିଡ ମାମଲ । 24 ଘଣ୍ଟାରେ 36 ବିଏସଏଫ ଯବାନ କୋରୋନା ପଜେଟିଭ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 526 ।ଅଧିକ ପଢନ୍ତୁ......

24 ଘଣ୍ଟାରେ 36 ବିଏସଏଫ ଯବାନ କୋରୋନା ପଜେଟିଭ
ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନୂଆ ନୂଆ ପଜେଟିଭ ମାମଲା ସାମ୍ନାକୁ ଆସୁଥିବା ବେଳେ ପ୍ରତିଦିନ ଏହି ଭାଇରସ ନେଉଛି ଶହ ଶହ ମୁଣ୍ତ। ସଂକ୍ରମଣକୁ ରୋକିବା ପାଇଁ ଦେଶରେ ମୋଦି ସରକାର ଲକଡାଉନ,ସଟଡାଉନ , ଅନଲକ 1 ଓ ଅନଲକ 2କୁ ଲାଗୁ ମଧ୍ୟ କରି ସାରିଛନ୍ତି । ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା 6,73,165 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 19,268 ରହିଛି ।
ସୌଜନ୍ୟ @ ANI