ରାଞ୍ଚି: ପୂର୍ବ ସିଂହଭୂମ ଜିଲ୍ଲା ଘାଟଶିଳାର ଏକ ନଦୀରେ ବୁଡି 3 ଜଣ ଯୁବକଙ୍କର ମୃତ୍ୟୁ । ଏମାନଙ୍କ ମଧ୍ୟରୁ ଉଦ୍ଧାର ହୋଇଥିବା ଜଣେ ଯୁବକ ଓଡିଶାର ବୋଲି ସୂଚନା ମିଳିଛି । ବାକି 2 ଜଣଙ୍କର ମୃତ ଦେହ ଉଦ୍ଧାର ପାଇଁ ଜାମସେଦପୁରରୁ ଏକ ଉଦ୍ଧାରକାରୀ ଦଳଙ୍କୁ ପଠାଯାଇଛି ।
ଝାଡଖଣ୍ଡର ଶଙ୍ଖ ନଦୀରେ ବୁଡି ଜଣେ ଓଡିଆ ଯୁବକଙ୍କ ସହ 3 ମୃତ - youth diedin Shankh river in ghatshila
ଝାଡଖଣ୍ଡ ଶଙ୍ଖ ନଦୀରେ ବୁଡି 3 ଯୁବକଙ୍କ ମୃତ୍ୟୁ । ଏମାନଙ୍କ ମଧ୍ୟରେ ଜଣେ ଓଡିଶାର ବୋଲି ସୂଚନା । ଅଧିକ ପଢନ୍ତୁ...
ଶଙ୍ଖ ନଦୀରେ ବୁଡି ଜଣେ ଓଡିଆ ଯୁବକଙ୍କ ସହ 3 ମୃତ
ଘାଟଶୀଳା କାସମାର ଗାଁର 5 ଜଣ ଯୁବକ ସୋମବାର ଶଙ୍ଖ ନଦୀରେ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ନଦୀର ପ୍ରଖର ସ୍ରୋତରେ ଭାସାଯାଇଥିଲେ 2 ଯୁବକ । ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଏହି ଯୁବକ ଜଣଙ୍କ ଓଡିଶା ନୂଆଗାଁର ଦଶରଥ ନାୟକ ବୋଲି ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ