ଓଡିଶା

odisha

ETV Bharat / bharat

ନାଗରିକ ସଂଶାେଧନ ବିଲକୁ ନେଇ ଆସାମରେ ପ୍ରତିବାଦ ଜାରି - ଆସାମରେ ପ୍ରତିବାଦ ଜାରି

ଦେଶରେ ଏବେ ହଇଚଇ ସୃଷ୍ଟି କରିଛି ସିଟିଜେନସିପ ଆମେଣ୍ଡମେଣ୍ଟ ବିଲ ବା ନାଗରିକ ସଂଶୋଧନ ବିଲ 2019 । ଆସାମରେ ଏହି ବିରୋଧର ବହ୍ନି ବେଶି ଦେଖିବାକୁ ମିଳିଛି । ଅଧିକ ଖବର ପଢନ୍ତୁ...

ନାଗରିକ ସଂଶାଧନ ବିଲକୁ ନେଇ ଆସାମରେ ପ୍ରତିବାଦ ଜାରି
ନାଗରିକ ସଂଶାଧନ ବିଲକୁ ନେଇ ଆସାମରେ ପ୍ରତିବାଦ ଜାରି

By

Published : Dec 11, 2019, 1:00 PM IST

Updated : Dec 11, 2019, 2:15 PM IST

ଗୌହାଟୀ: ଦେଶରେ ଏବେ ହଇଚଇ ସୃଷ୍ଟି କରିଛି ସିଟିଜେନସିପ ଆମେଣ୍ଡମେଣ୍ଟ ବିଲ ବା ନାଗରିକ ସଂଶୋଧନ ବିଲ 2019 । ଲୋକସଭାର କେନ୍ଦ୍ର ଗୃହମନ୍ତ୍ରୀ ଏହି ବିଧେୟକ ପାସ କରିବାରେ ସଫଳ ହୋଇଥିବା ବେଳେ ବୁଧବାର ଏହାକୁ ନେଇ ରାଜ୍ୟସଭା ଉପରେ ପୁରା ଦେଶବାସୀଙ୍କ ନଜର ରହିଛି । ତେବେ ଏହି ବିଧେୟକକୁ ନେଇ ଉତ୍ତରାପୂର୍ବାଞ୍ଚଳରେ ଜୋରଦାର ବିରୋଧ ଦେଖିବାକୁ ମିଳିଛି ।

ନାଗରିକ ସଂଶୋଧନ ବିଲକୁ ନେଇ ଆସାମରେ ପ୍ରତିବାଦ ଜାରି

ବିଶେଷ କରି ଆସାମରେ ଏହି ବିରୋଧର ବହ୍ନି ବେଶି ଦେଖିବାକୁ ମିଳିଛି । ଏହି ବିଲକୁ ବିରୋଧ କରି ଆସାମରେ ନାଗରିକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମାନେ ବି ରାଜରାସ୍ତାକୁ ଓହ୍ଲାଇଥିବା ଜଣାପଡିଛି । ଯାହା ଫଳରେ ବିଭିନ୍ନ କଲେଜ ମାନଙ୍କରେ ହେବାକୁ ଥିବା ପରୀକ୍ଷା ବାତିଲ ମଧ୍ୟ କରାଯାଇଛି । ଯେ ପର୍ଯ୍ୟନ୍ତ ବିଲକୁ ବିରୋଧରେ ସରକାର ସଠିକ ନିଷ୍ପତ୍ତି ନ ନେଇଛନ୍ତି ସେତେ ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି କଡା ଚେତାବନୀ ଶୁଣାଇଛନ୍ତି ଆସାମ ବାସୀ ।

ଅନ୍ୟପଟେ ଦିବ୍ରୁଗଡରେ ପୋଲିସ ଜନତାଙ୍କ ଉପରେ ଲାଠିଚାର୍ଜ କରିଥିବା ବେଳେ ଏହି ପ୍ରତିବାଦ ବୁଧବାରକୁ ତିନିଦିନରେ ପହଞ୍ଚିଛି ।

Last Updated : Dec 11, 2019, 2:15 PM IST

ABOUT THE AUTHOR

...view details