ରାୟପୁର: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଉଥିବା ବେଳେ କେତେକ ସୁସ୍ଥ ମଧ୍ୟ ହେଉଛନ୍ତି । ଯାହାଦ୍ବାରା କିଛି ମାତ୍ରାରେ କୋରୋନା ଦୂର ହେବା ନେଇ ମନ ଭିତରେ ଆଶାର କିରଣ ସୃଷ୍ଟି ହେଉଛି । ଏହି ପରିପ୍ରେକ୍ଷୀରେ ଛତିଶଗଡରେ ମଧ୍ୟ କିଛି କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ଛତିଶଗଡରେ ଆଉ 3 କୋରୋନା ଆକ୍ରାନ୍ତ ସୁସ୍ଥ - Chhattisgarh corona news
ଛତିଶଗଡରେ ସମୂଦାୟ 10 ଜଣ କୋରୋନା ଆକ୍ରାନ୍ତ ଥିବାବେଳେ ଏବେ 7 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

ଛତିଶଗଡରେ ଆଉ 3 କୋରୋନା ଆକ୍ରାନ୍ତ ସୁସ୍ଥ
ରବିବାର ଛତିଶଗଡରେ ଆହୁରି 3 ଜଣ କୋଭିଡ-19 ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ତେବେ 10 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ 7 ଜଣ ସୁସ୍ଥ ହୋଇଥିବା କହିଛନ୍ତି ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂ ଦେଓ । ଏହାସହ ଅନ୍ୟ ରୋଗୀଙ୍କ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି ।