ଓଡିଶା

odisha

ବାଇକରେ ଷ୍ଟଣ୍ଟ କରୁ କରୁ ଚାଲିଗଲା 3 ଜୀବନ

By

Published : Jun 21, 2020, 2:56 PM IST

ରବିବାର କର୍ଣ୍ଣାଟକ ବେଙ୍ଗାଲୁରୁର ବିମାନବନ୍ଦର ରାସ୍ତାରେ ତିନି ଜଣ ବ୍ୟକ୍ତି ବାଇକ ଉପରେ ଷ୍ଟଣ୍ଟ କରୁଥିବା ବେଳେ ର୍ଦୁଘଟଣାରେ ସେମାନଙ୍କର ମୃତ୍ୟୁ ଘଟିଛି।

accident
ବାଇକ ଉପରେ ଷ୍ଟଣ୍ଡ କରୁଥିବା ବେଳେ 3 ବ୍ୟକ୍ତି ମୃତ

ବେଙ୍ଗାଲୁରୁ: ବାଇକ ଉପରେ ଷ୍ଟଣ୍ଟ କରୁଥିବା ବେଳେ 3 ବ୍ୟକ୍ତି ମୃତ । ରବିବାର କର୍ଣ୍ଣାଟକ ବେଙ୍ଗାଲୁରୁର ବିମାନବନ୍ଦର ରାସ୍ତାରେ ତିନି ଜଣ ବ୍ୟକ୍ତି ବାଇକ ଉପରେ ଷ୍ଟଣ୍ଟ କରୁଥିବା ବେଳେ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ଘଟିଛି।

ପୋଲିସ କହିଛନ୍ତି ଯେ, ରବିବାର ସକାଳେ ବିମାନବନ୍ଦର ରାସ୍ତାରେ ବାଇକ ଷ୍ଟଣ୍ଟ କରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ କର୍ଣ୍ଣାଟକ ବେଙ୍ଗାଲୁରୁର ଗୋବିନ୍ଦପୁରା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି ।

ୟେଲହଙ୍କା ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ABOUT THE AUTHOR

...view details