ଚେନ୍ନାଇ: ଇଣ୍ଡିଆନ-2 ସୁଟିଙ୍ଗ ସେଟରେ ଦୁର୍ଘଟଣା ଘଟି 3 ମୃତ । କମଲ ହାସନଙ୍କ ଫିଲ୍ମ ଇଣ୍ଡିଆନ୍-2 ସେଟରେ ଦୁର୍ଘଟଣା ଘଟି 3 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 10ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି ।
ଇଣ୍ଡିଆନ-2 ସୁଟିଙ୍ଗ ସେଟରେ ଦୁର୍ଘଟଣା, 3 ମୃତ - 3 killed in an accident
ଇଣ୍ଡିଆନ୍-2 ସୁଟିଙ୍ଗ ସେଟରେ ଦୁର୍ଘଟଣା ଘଟି 3 ମୃତ । 10ରୁ ଊର୍ଦ୍ଧ୍ବ ଗୁରୁତର । ଅଧିକ ପଢନ୍ତୁ...

ଇଣ୍ଡିଆନ୍-2 ସୁଟିଙ୍ଗ ସେଟ୍ ର୍ଦୁଘଟଣା ଘଟି 3 ମୃତ
ସମସ୍ତ ଆହତଙ୍କୁ ନିକଟବର୍ତ୍ତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
TAGGED:
3 killed in an accident