ଓଡିଶା

odisha

ETV Bharat / bharat

ଶ୍ରୀଲଙ୍କା ବୋଟ୍‌ରୁ 3.5କେଜି ସୁନା ଜବତ କଲା ଭାରତୀୟ ନୌସେନା - ଭାରତୀୟ ନୌସେନା ଦ୍ବାରା ଜବତ ହେଲା ସୁନା

ଭାରତ ଜଳ ସୀମାରେ ଶ୍ରୀଲଙ୍କା ବୋଟରୁ ଜବତ ହେଲା 3.5 କେଜି ସୁନା । ଫେବ୍ରୁଆରୀ 15ରେ ଏହାକୁ ରୋକିଥିଲେ ଭାରତୀୟ ନୌସେନା ।

gold sized by  Indian Naval
ଭାରତୀୟ ନୌସେନା ଦ୍ବାରା 3.5 କେଜି ସୁନା ଜବତ

By

Published : Feb 17, 2020, 11:58 AM IST

ହାଇଦ୍ରାବାଦ: ଭାରତୀୟ ନୌସେନାର ହେଲିକ୍ୟାପ୍ଟର ରାମନାଦ ରୋକିଲା ଭାରତ ଜଳ ସୀମାରେ ପ୍ରବେଶ କରିଥିବା ଶ୍ରୀଲଙ୍କା ବୋଟ୍ । ଧନୁଷକୋଡିରୁ ଆସିଥିବା ଏହି ଶ୍ରୀଲଙ୍କା ଡଙ୍ଗାକୁ ଫେବ୍ରୁଆରୀ 15ରେ ରୋକିଥିଲେ ଭାରତୀୟ ନୌସେନା ।

ଏହି ବୋଟରେ 3.5 କେଜିର ଅବୈଧ ସୁନା ଚାଲାଣ ବେଳେ ତାହା ଜବତ କରିଥିଲା ଭାରତୀୟ ନୌସେନା। ଏନେଇ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

@ANI

ABOUT THE AUTHOR

...view details