ନୂଆଦିଲ୍ଲୀ:ଉତ୍ତର-ପୂର୍ବ ଦିଲ୍ଲୀର ହିଂସାରେ ବୃଦ୍ଧି ପାଇବାରେ ଲାଗିଛି ମୃତ୍ୟୁସଂଖ୍ୟା। ଆଜି ଗୋଲକପୁରୀ କେନାଲ ନିକଟରୁ ଜଣେ 26 ବର୍ଷୀୟ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଦିଲ୍ଲୀ ହିଂସା: ଆହୁରି 3 ମୃତଦେହ ଉଦ୍ଧାର - 3 bodies have been recovered today from new delhi
ଦିଲ୍ଲୀରେ ଥମୁନି ହିଂସା । ଆଜି ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଦେଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...
ପ୍ରତିକାତ୍ମକ ଫଟୋ
ଏହାସହ ଦିଲ୍ଲୀରୁ ଆଜି ମୋଟ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ । ଅନ୍ୟ ଦୁଇ ମୃତଦେହ ଗୋଲକପୁରୀ ପୋଖରୀ ଏବଂ ଭାଗୀରଥୀ ବିହାର ପୋଖରୀରୁ ଉଦ୍ଧାର କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ