ଓଡିଶା

odisha

ଦେଶରେ କୋରୋନା ପଜିଟିଭ ସଂଖ୍ୟା 40ହଜାର, ମୃତ୍ୟୁ ସଂଖ୍ୟା 13ଶହ ଟପିଲା

By

Published : May 3, 2020, 9:20 AM IST

Updated : May 3, 2020, 7:10 PM IST

2644 new COVID19 positive cases, 83 deaths in the last 24 hours
ଦେଶରେ କୋରୋନା ପଜିଟିଭ ସଂଖ୍ୟା 37776କୁ ବୃଦ୍ଧି

19:02 May 03

ଦେଶରେ କୋରୋନା ପଜିଟିଭ ସଂଖ୍ୟା 40ହଜାର, ମୃତ୍ୟୁ ସଂଖ୍ୟା 13ଶହ ଟପିଲା

ଦେଶରେ 40ହଜାର ଟପିଲା କୋରୋନା ପଜିଟିଭ ସଂଖ୍ୟା, 83 ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଭାରତରେ ଗତ 24 ଘଣ୍ଟା ମଧ୍ୟରେ 2487ଟି ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏହା ସହ 83 ଟି ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ କୋରୋନା ପଜିଟିଭ ସଂଖ୍ୟା 40ହଜାର ଟପିଛି । ଦେଶର ମୋଟ ପଜିଟିଭ ସଂଖ୍ୟା 40,263କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1306ରେ ପହଞ୍ଚିଛି ।  

ସେହିପରି ବର୍ତ୍ତମାନ ସୁଦ୍ଧା 28070ଜଣ ଚିକିତ୍ସିତ ହେଉଥିବା ବେଳେ 10887 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।  

ମହାରାଷ୍ଟ୍ରରେ ସର୍ବାଧିକ 12296 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା  ବେଳେ ଗୁଜୁରାଟରେ 5055, ଦିଲ୍ଲୀରେ 4122, ରାଜସ୍ଥାନରେ 2772, ଉତ୍ତରପ୍ରଦେଶରେ 2626, ତାମିଲନାଡୁରେ 2757, ଆନ୍ଧ୍ରପ୍ରଦେଶରେ 1583,  ତେଲେଙ୍ଗାନା 1063, କର୍ଣ୍ଣାଟକରେ 606 ଓ କେରଳରେ 500 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 521 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 262, ମଧ୍ୟପ୍ରଦେଶରେ 156, ଦିଲ୍ଲୀରେ 64, ତେଲେଙ୍ଗାନାରେ 28, ତାମିଲନାଡୁରେ 29, କର୍ଣ୍ଣାଟକରେ 25 ଓ ଆନ୍ଧ୍ରପ୍ରଦେଶରେ 33 ଜଣଙ୍କର ମୃତ୍ୟୁ ହୋଇଛି ।

10:14 May 03

ଦେଶରେ 24 ଘଣ୍ଟା ମଧ୍ୟରେ 2644 କୋରୋନା ପଜିଟିଭ, 83 ମୃତ୍ୟୁ ରେକର୍ଡ

ଦେଶରେ 24 ଘଣ୍ଟା ମଧ୍ୟରେ 2644 କୋରୋନା ପଜିଟିଭ ଓ 83 ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଭାରତରେ ଗତ 24 ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ 2644ଟି ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏହା ସହ 83 ଟି ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ କୋରୋନା ପଜିଟିଭ ସଂଖ୍ୟା 39980କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1301ରେ ପହଞ୍ଚିଛି ।  

ସେହିପରି ବର୍ତ୍ତମାନ ସୁଦ୍ଧା 28046 ଜଣ ଚିକିତ୍ସିତ ହେଉଥିବା ବେଳେ 10633 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । 

ମହାରାଷ୍ଟ୍ରରେ ସର୍ବାଧିକ 12296 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା  ବେଳେ ଗୁଜୁରାଟରେ 5054, ଦିଲ୍ଲୀରେ 4122, ରାଜସ୍ଥାନରେ 2770, ଉତ୍ତରପ୍ରଦେଶରେ 2487, ତାମିଲନାଡୁରେ 2757, ଆନ୍ଧ୍ରପ୍ରଦେଶରେ 1525,  ତେଲେଙ୍ଗାନା 1063, କର୍ଣ୍ଣାଟକରେ 601 ଓ କେରଳରେ 499 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 521 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 262, ମଧ୍ୟପ୍ରଦେଶରେ 151, ଦିଲ୍ଲୀରେ 64, ତେଲେଙ୍ଗାନାରେ 28, ତାମିଲନାଡୁରେ 29, କର୍ଣ୍ଣାଟକରେ 25 ଓ ଆନ୍ଧ୍ରପ୍ରଦେଶରେ 33 ଜଣଙ୍କର ମୃତ୍ୟୁ ହୋଇଛି ।

08:55 May 03

ଦେଶରେ କୋରୋନା ପଜିଟିଭ ସଂଖ୍ୟା 37776କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶର ମୋଟ କୋରୋନା ପଜିଟିଭ ସଂଖ୍ୟା 37776କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 1223ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 11506 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା  ବେଳେ ଗୁଜୁରାଟରେ 4721, ଦିଲ୍ଲୀରେ 3738, ରାଜସ୍ଥାନରେ 2666, ଉତ୍ତରପ୍ରଦେଶରେ 2455, ତାମିଲନାଡୁରେ 2526, ଆନ୍ଧ୍ରପ୍ରଦେଶରେ 1525,  ତେଲେଙ୍ଗାନା 1057, କର୍ଣ୍ଣାଟକରେ 598 ଓ କେରଳରେ 498 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 485 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 236, ମଧ୍ୟପ୍ରଦେଶରେ 145, ଦିଲ୍ଲୀରେ 61, ତେଲେଙ୍ଗାନାରେ 26, ତାମିଲନାଡୁରେ 28, କର୍ଣ୍ଣାଟକରେ 25 ଓ ଆନ୍ଧ୍ରପ୍ରଦେଶରେ 33 ଜଣଙ୍କର ମୃତ୍ୟୁ ହୋଇଛି ।

Last Updated : May 3, 2020, 7:10 PM IST

For All Latest Updates

ABOUT THE AUTHOR

...view details