ମୁମ୍ବାଇ: ମୁ୍ମ୍ବାଇ ଗଡଚିରୋଲି ଦେଓଲମାରି ଗାଁରେ ଅଘଟଣ। ବିଦ୍ୟୁତ ଆଘାତରେ 25 ଗୋରୁ ମୃତ୍ୟୁ ।
ବିଦ୍ୟୁତ ବିଭାଗର ଦାୟିତ୍ବହୀନତା: ରାସ୍ତା ପାର ହେଲାବେଳେ 25 ଗୋରୁ ମୃତ - cow dead in gadchiroli
ରାସ୍ତା ପାର ହେଉଥିବାବେଳେ ବିଦ୍ୟୁତ ଆଘାତରେ 25 ଗୋରୁ ମୃତ୍ୟୁ । ମୁମ୍ବାଇ ଗଡଚିରୋଲି ଅଞ୍ଚଳର ଘଟଣା ।
![ବିଦ୍ୟୁତ ବିଭାଗର ଦାୟିତ୍ବହୀନତା: ରାସ୍ତା ପାର ହେଲାବେଳେ 25 ଗୋରୁ ମୃତ](https://etvbharatimages.akamaized.net/etvbharat/prod-images/768-512-4373643-thumbnail-3x2-cow.jpg)
ଫଟୋ ସୌଜନ୍ୟ: ଇଟିଭି ଭାରତ
ଆଜି ସକାଳ ସମୟରେ ପ୍ରାୟ 25ଟି ଗୋରୁ ରାସ୍ତା ପାରି ହେଉଥିଲେ । ହେଲେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଜମି ରହିଥିଲା ପାଣି । ପାଣି ଭିତରେ ବିଦ୍ୟୁତ ତାର ଛିଣ୍ଡି ପଡିଥିବାରୁ ପୁରା ପାଣିରେ କରେଣ୍ଟ ଥିଲା। ସବୁ ଗୋରୁଙ୍କ ବିଦ୍ୟୁତ ଆଘାତ ହେବାରୁ ଘଟଣାସ୍ଥଳରେ ହିଁ ମୃ୍ତ୍ୟୁ ଘଟିଛି ।
ଭିଡିଓ ସୌଜନ୍ୟ: ଇଟିଭି ଭାରତ
ପାଣି ଭିତରେ ସକାଳୁ ପଡି ରହିଛନ୍ତି ଗାଈମାନେ । ଏହି ଦୃଶ୍ୟ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଘଟଣାସ୍ଥଳରେ ଭିଡ ଜମିଛି ।