ଓଡିଶା

odisha

ETV Bharat / bharat

ଟ୍ରକ ଧକ୍କାରେ 24 ପ୍ରବାସୀ ଶ୍ରମିକ ମୃତ

ଶନିବାର ସକାଳୁ ଏକ ପ୍ରବାସୀ ଶ୍ରମିକ ଭର୍ତ୍ତି ଟ୍ରକ ସହ ଧକ୍କା ହେଲା ଅନ୍ୟ ଏକ ଟ୍ରକ । ଘଟଣା ସ୍ଥଳରେ 24 ଶ୍ରମିକଙ୍କ ମୃତ୍ୟୁ , 22 ଗୁରୁତର ଆହତ ।

By

Published : May 16, 2020, 7:32 AM IST

Updated : May 16, 2020, 8:30 AM IST

accident
ଟ୍ରକ ଧକ୍କାରେ 21 ପ୍ରବାସୀ ଶ୍ରମିକ ମୃତ

ଲକ୍ଷ୍ନୌ: ପ୍ରବାସୀ ଶ୍ରମିକ ବୋଝେଇ ଟ୍ରକ ଓଲଟି 24 ମୃତ । ଶନିବାର ସକାଳୁ ଏକ ପ୍ରବାସୀ ଶ୍ରମିକ ଭର୍ତ୍ତି ଟ୍ରକ ଯାଉଥିବା ବେଳେ ଉତ୍ତରପ୍ରଦେଶ ଔରେୟା ଠାରେ ଆଉ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଲରେ 24 ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ 22 ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତି ପ୍ରାୟ 3.30 ସମୟରେ ଏହି ର୍ଦୁଘଟଣା ଘଟିଛି । ଏପଟେ ଗୁରୁତର 22 ଶ୍ରମିକମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ 15 ଜଣ ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ସାଇଫାଇ ପିଜିଆଇକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ ସମସ୍ତ ଶ୍ରମିକମାନେ ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗର ଥିବା ଜଣାପଡିଛି।

@ANI

Last Updated : May 16, 2020, 8:30 AM IST

ABOUT THE AUTHOR

...view details