ଚେନ୍ନାଇ: ସ୍କୁଲ ବସ ଓଲଟି 20 ସ୍କୁଲ ଛାତ୍ରଛାତ୍ରୀ ଗୁରୁତର । ମଦୁରାଇରେ ଏକ ସ୍କୁଲ ବସ ହଠାତ ଦୁର୍ଘଟଣାଗସ୍ତ ହୋଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।
ସ୍କୁଲ ବସ ଓଲଟି 20 ଆହତ - ତାମିଲନାଡୁ ଖବର
ସ୍କୁଲ ବସ ଓଲଟି 20 ଆହତ । ମଦୁରାଇରେ ଘଟିଛି ଏହି ଦୁର୍ଘଟଣା । ଅଧିକ ପଢନ୍ତୁ...
![ସ୍କୁଲ ବସ ଓଲଟି 20 ଆହତ 20 students injured after a school bus met with an accident](https://etvbharatimages.akamaized.net/etvbharat/prod-images/768-512-5854666-thumbnail-3x2-gg.jpg)
ସ୍କୁଲ ବସ ଓଲଟି 20 ଆହତ
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମଦୁରାଇ ରାଜାଜୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛି । ଘଟଣାର ତଦନ୍ତ କରୁଛି ପୋଲିସ ।