ଓଡିଶା

odisha

ETV Bharat / bharat

ଆସାମରେ ଭୂସ୍ଖଳନ, 24 ଘଣ୍ଟାରେ 20 ମୃତ - landslides in assam

ପ୍ରବଳ ବର୍ଷା ମଧ୍ୟରେ ଆସାମରେ ଭୟଙ୍କର ଭୂସ୍ଖଳନ । ଏଥିରେ ରାଜ୍ୟର 3 ଜିଲ୍ଲାର 20 ଜଣ ପ୍ରାଣ ହରାଇଛନ୍ତି । ଅଧିକ ପଢନ୍ତୁ...

landslides
ଆସାମରେ ଭୂସ୍ଖଳ, 24 ଘଣ୍ଟାରେ 20 ମୃତ

By

Published : Jun 2, 2020, 3:09 PM IST

ଗୌହାଟି: ମଙ୍ଗଳବାର ଆସାମରେ ବିଭିନ୍ନ ସ୍ଥାନରେ ଭୟଙ୍କର ଭୂସ୍ଖଳନ ଘଟି 24 ଘଣ୍ଟାରେ ପ୍ରାୟ 20 ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମଧ୍ୟରେ ଅଧିକାଂଶ ଦକ୍ଷିଣ ଆସାମର 3 ଅଲଗା ଅଲଗା ଜିଲ୍ଲାର ।

ଦକ୍ଷିଣ ଆସାମର ବରାକ ଘାଟିରେ ଅଧିକ ଭୂସ୍ଖଳନ ହୋଇଛି । ଏଠାରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ହେଉଛି । ତେବେ ମୃତକ ମାନଙ୍କ ମଧ୍ୟରେ କଚର ଜିଲ୍ଲାର 7, କରିମଗଞ୍ଜ ଜିଲ୍ଲାରେ 6 ଓ ହେଲାକାଣ୍ଡି ଜିଲ୍ଲାରେ 7 ଜଣ ରହିଛନ୍ତି ।

ABOUT THE AUTHOR

...view details