ଓଡିଶା

odisha

ETV Bharat / bharat

କୋଭିଡ-19: ଭୋପାଳରେ 3 ପଜିଟିଭ, ପୁଣେରେ 2 ମୃତ

କୋରୋନା ଭାଇରସରେ ଭୋପାଳରେ ଆଉ 3 ଜଣ ଆକ୍ରାନ୍ତ ହୋଇଥିବାବେଳେ , ମହାରାଷ୍ଟ୍ରର ପୁନେ ସହରରେ 2 ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଅଧିକ ପଢନ୍ତୁ....

2 more deaths reported in Pune today
କୋଭିଡ-19: ଭୋପାଳରେ 3 ପଜିଟିଭ, ପୁନେରେ 2 ମୃତ

By

Published : Apr 12, 2020, 3:36 PM IST

ମୁମ୍ବାଇ/ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆହୁରି 3ଟି କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଆକ୍ରାନ୍ତଙ୍କ ଭ୍ରମଣ ଇତିହାସ ଖୋଜିବା ଆରମ୍ଭ କରିଛି ପ୍ରଶାସନ । ତେବେ ରାଜଧାନୀରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 134ରେ ପହଞ୍ଚିଥିବା ସୂଚନା ଦେଇଛନ୍ତି ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଭାକର ତିୱାରୀ ।

କୋଭିଡ-19: ଭୋପାଳରେ 3 ପଜିଟିଭ, ପୁନେରେ 2 ମୃତ

ସେହପରି ମହାରାଷ୍ଟ୍ରର ପୁଣେରେ କୋଭିଡ-19ରେ ଆକ୍ରାନ୍ତ ହୋଇ 2 ଜଣଙ୍କର ପ୍ରାଣହାନି ହୋଇଥିବା ଜଣାପଡିଛି । ଉଭୟ ମୃତକ ପୂର୍ବରୁ ଅସୁସ୍ଥ ମଧ୍ୟ ଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଅଧିକାରୀ । ଏହି ଘଟଣାପରେ ସହରରେ ସମୁଦାୟ ମୃତ୍ୟୁ ସଂଖ୍ୟା 31କୁ ବୃଦ୍ଧି ପାଇଛି ।

ABOUT THE AUTHOR

...view details