ଓଡିଶା

odisha

ETV Bharat / bharat

ଦୁବାଇରେ 2 ଭାରତୀୟ ଛାତ୍ରଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

ବୁଧବାର ଦୁବାଇରେ 2 ଭାରତୀୟ ଛାତ୍ରଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ରୋହିତ କ୍ରିର୍ଣ୍ଣାକୁମାର(19) ଓ ଶରତ କୁମାର(21) । ଦୁଇ ଛାତ୍ରଙ୍କ ଘର କେରଳରେ ବୋଲି ଜଣାପଡିଛି ।

By

Published : Dec 26, 2019, 6:41 AM IST

2-indian-students-killed-in-road-accident-in-dubai
ଦୁବାଇରେ 2 ଭାରତୀୟ ଛାତ୍ରଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

ଦୁବାଇ: ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବଡଦିନ ଅର୍ଥାତ ବୁଧବାର ଦୁବାଇରେ 2 ଭାରତୀୟ ଛାତ୍ରଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ରୋହିତ କ୍ରିର୍ଣ୍ଣାକୁମାର(19) ଓ ଶରତ କୁମାର(21) । ଦୁଇ ଛାତ୍ରଙ୍କ ଘର କେରଳରେ ବୋଲି ଜଣାପଡିଛି ।

ତେବେ ଖ୍ରୀଷ୍ଟମାସ ପାର୍ଟି ସାରି ଘରକୁ ଫେରୁଥିବା ବେଳେ ଏହି ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଛାତ୍ର ଉଚ୍ଚ ଶିକ୍ଷା ପାଇଁ ବିଦେଶରେ ରହୁଥିଲେ ।

ABOUT THE AUTHOR

...view details