ଶ୍ରୀନଗର: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେବାୟୁସେନାର 2 ଯବାନଙ୍କ ମୃତ୍ୟୁ ଘଟିଛି । ଆଜି (ଗୁରୁବାର) ଜମ୍ମୁ କାଶ୍ମୀରର ପୁଲୱାମା ସ୍ଥିତ ଅଓ୍ବନ୍ତିପୋରାରେ ଏହି ଦୁର୍ଘଟଣାଟିଘଟିଛି । ଏହି ଦୁଇ ଯବାନ ଅଓ୍ବନ୍ତିପୋରା ସ୍ଥିତ ଭାରତୀୟ ବାୟୁ ସେନାର ପ୍ରତିଷ୍ଠାନରେକାର୍ଯ୍ୟରତ ଥିଲେ।
ଜମ୍ମୁ କଶ୍ମୀର: ସଡକ ଦୁର୍ଘଟଣାରେ ବାୟୁସେନାର ୨ ଯବାନ ମୃତ - Jammu kashmir
ବାୟୁସେନାର ଦୁଇ ଯବାନ ଏକ ଗାଡିରେ ଯାତ୍ରା କରୁଥିଲେ। ସେହି ସମୟରେ ଏକ ଦୁର୍ଘଟଣାରେ ସେମାନଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି ।
ପ୍ରତୀକାତ୍ମକ ଫଟୋ
ସୂଚନାଯୋଗ୍ୟ, ବାୟୁସେନାର ଏହି ଦୁଇ ଯବାନ ସଡକଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ଦୁଇ ଯବାନଙ୍କ ମଧ୍ୟରେ ଜଣେ ସ୍କ୍ବାର୍ଡନ ଲିଡର ଏବଂ ଅନ୍ୟଜଣେ କର୍ପୋରାଲ ଥିଲେ । ଭାରତୀୟ ବାୟୁସେନା ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
Last Updated : Apr 5, 2019, 12:33 AM IST