ଲକ୍ଷ୍ନୌ: ଶୁକ୍ରବାର ଦିନ ଏଟା ଜିଲ୍ଲାର ମାଲୱାନ ଅଞ୍ଚଳର NH-91ରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଘଟଣାରେ ଆଉ କେହି ଆହତ ହୋଇନଥିବା ଜଣା ପଡ଼ିଛି । ତେବେ ବ୍ରିଜଟି ଭୁଶୁଡିବା ବେଳେ ଗାଡିଟି ବ୍ରିଜ ତଳେ ଥିବାରୁ ଘଟିଛି ଏପରି ଘଟଣା ।
ନିର୍ମାଣଧୀନ ବ୍ରିଜ ଭୁଶୁଡ଼ି ଦୁଇ ଜଣଙ୍କ ମୃତ୍ୟୁ - bridge collapse in UP's Etah
ଏଟା ଜିଲ୍ଲାର ମାଲୱାନ ଅଞ୍ଚଳର NH-91ରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ିବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ...
ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ି ଦୁଇ ଜଣଙ୍କ ମୃତ୍ୟୁ
ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରାଯାଇ ଫୋରେନସିକ୍ସକୁ ପଠାଯାଇଛି ବୋଲି ଜିଲ୍ଲା ମାଜିଷ୍ଟ୍ରେଟ ସୁଖଲାଲ ଭାରତୀ କହିଛନ୍ତି । ଏହା ସହ ଖିଲାପକାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
@ANI