ଲକ୍ଷ୍ନୌ: ମୃତ୍ୟର ଅବସ୍ଥାନ କେତେବେଳେ ଆଉ କେଉଁ ସମୟରେ ହୁଏ, ତାହା କିଏ ବା ଜାଣେ ! ମଙ୍ଗଳବାର ସେମିତି ଏକ ଘଟଣା ଘଟିଯାଇଛି ଉତ୍ତରପ୍ରଦେଶର ଆଜିମନଗର ଅଞ୍ଚଳରେ । କାଳ ଭଳି ମାଡ଼ି ଆସିଲା ଯମରୂପୀ ବସ । ନିରୀହ, ନିଷ୍ପାପ ଶିଶୁଙ୍କ ଉପରେ ଚଢିଗଲା ଏହି ଚଳନ୍ତା ବସ ।
ମାଡ଼ିଗଲା ବସ, ଚାଲିଗଲେ ଦୁଇ ନିଷ୍ପାପ ଶିଶୁ - ମାଡ଼ିଗଲା ବସ
କାଳ ଭଳି ମାଡ଼ି ଆସିଲା ଯମରୂପୀ ବସ । ନିରୀହ, ନିଷ୍ପାପ ଶିଶୁଙ୍କ ଉପରେ ଚଢିଗଲା ଏହି ଚଳନ୍ତା ବସ ।ଅଧିକ ପଢନ୍ତୁ..
ମାଡ଼ିଗଲା ବସ, ଚାଲିଗଲେୈ ଦୁଇ ନିଷ୍ପାପ ଶିଶୁ
ବାଇକରେ 4 ଜଣ ଯାଉଥିବା ବେଳେ ଦୁଇ ଜଣଙ୍କ ଉପରେ ଚକ ଚଢିଯାଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଏବଂ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ସବିଶେଷ ସୂଚନା ଦେଇଛନ୍ତି ସର୍କଲ ଇନସପେକ୍ଟର ଶ୍ରୀକାନ୍ତ ପ୍ରଜାପତି ।
@ANI