ଓଡିଶା

odisha

ETV Bharat / bharat

ଅଗ୍ନିକାଣ୍ଡରେ 190 ମେଣ୍ଢା ଜୀବନ୍ତ ଦଗ୍ଧ - 190 sheep burnt in fire

କର୍ଣ୍ଣାଟକ କୋଲ୍ଲାପାରାଲିରେ ଅଗ୍ନିକାଣ୍ଡ । 190ଟି ମେଣ୍ଢା ଜୀବନ୍ତ ଦଗ୍ଧ । 15 ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Sep 15, 2019, 3:05 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ କୋଲ୍ଲାପାରାଲିରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା । ଏଥିରେ 190ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ସୂଚନା ଅନୁସାରେ, କର୍ଣ୍ଣାଟକ ଚିକ୍କାବାଲାପୁର ଜିଲ୍ଲା କଲ୍ଲାପରାଲିରେ ଶନିବାର ବିଳମ୍ବିତ ରାତିରେ ଲାଗିଥିଲା ନିଆଁ । ହଠାତ ନିଆଁ ପାଖରେ ଥିବା ମେଣ୍ଢାଶାଳରେ ଲାଗିଯାଇଥିଲା । ଆଉ ଘଟଣାସ୍ଥଳରେ ହିଁ 190ଟି ମେଣ୍ଢା ଜଳିଯାଇଥିଲେ । ଏହାସହ ପ୍ରାୟ 15 ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ।

ABOUT THE AUTHOR

...view details