ମୁମ୍ବାଇ: ଅନ୍ଧେରୀ ୱେଷ୍ଟର ଆଦର୍ଶ ନଗରର ଖୋଲା ନାଳରେ ପଡ଼ି ଜଣେ 19 ବର୍ଷ ଯୁବତୀଙ୍କ ମୃତ୍ୟୁ ହୋଇଛି । ବଞ୍ଚେଇବାରେ ବିଫଳ ହେବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି । ଝିଅର ଏପରି ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ତାଙ୍କ ପିତା ଜୟରାମ ମଣ୍ଡଲ । ଠିକ୍ ସମୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଝିଅକୁ ବଞ୍ଚା ଯାଇପାରିଥାନ୍ତା ବୋଲି ଅଭିଯୋଗ କରିଛନ୍ତି ବାପା ।
ଖୋଲା ନାଳରେ ପଡି ଯୁବତୀଙ୍କ ମୃତ୍ୟୁ - 19 years old girl lost her life
ମୁମ୍ୱାଇର ଆଦର୍ଶ ନଗରରେ ଖୋଲା ନାଳରେ ପଡି ଜଣେ 19 ବର୍ଷ ଯୁବତୀଙ୍କ ମୃତ୍ୟୁ ହୋଇଛି । ଅଫିସରୁ ଘରକୁ ଫେରିବା ସମୟରେ ଘଟିଥିଲା ଏଭଳି ଅଘଟଣ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ନାଳରେ ପଡ଼ି 19 ବର୍ଷ ଯୁବତୀଙ୍କ ମୃତ୍ୟୁ
ଝିଅ କୋମଲ ସଂନ୍ଧ୍ୟା 7.30 ରେ ନାଳରେ ପଡିଯାଇ ଥିଲାବେଳେ ଉଦ୍ଧାର କାର୍ଯ୍ୟ 30 ମିନିଟ୍ ପରେ ଆରମ୍ଭ ହୋଇଥିଲା ବୋଲି ସୂଚନା ଦେଇଛନ୍ତି ପିତା ଜୟରାମ ।
@ANI