ବେଙ୍ଗାଲୁରୁ: 15 ଫୁଟର ବିରାଟ ଅହିରାଜ ଉଦ୍ଧାର । କର୍ଣ୍ଣାଟକ ଚିକାମାଙ୍ଗାଲୁର ଜିଲ୍ଲାର ହଲ୍ଲିବାଉଲି ଗ୍ରାମରୁ ଏହି ବିରାଟ ଅହିରାଜ ଉଦ୍ଧାର ହୋଇଛି ।
କର୍ଣ୍ଣାଟକରେ 15 ଫୁଟର ବିରାଟ ଅହିରାଜ ଉଦ୍ଧାର - କର୍ଣ୍ଣାଟକରେ ଅହିରାଜ ଉଦ୍ଧାର
କର୍ଣ୍ଣାଟକ ଚିକାମାଙ୍ଗାଲୁରରୁ 15 ଫୁଟର ଏକ ବିରାଟ ଅହିରାଜ ଉଦ୍ଧାର ହୋଇଛି । 4 ଦିନ ହେବ ଅହିରାଜଟି ଏକ ଫାର୍ମ ହାଉସ୍ ଚାରିପଟେ ଚଳପ୍ରଚଳ କରୁଥିଲା । ଅଧିକା ପଢନ୍ତୁ...
15 ଫୁଟର ବିରାଟ ଅହିରାଜ ଉଦ୍ଧାର
ତେବେ ଗତ 4 ଦିନ ଧରି ଅହିରାଜଟି ଟିମ୍ମାପା ଫାର୍ମ ହାଉସ ଚାରିପଟେ ଚଳପ୍ରଚଳ କରୁଥିଲା । କୁନ୍ଦୁରେଗୁଣ୍ଡି ସରୀସୃପ ବିଶେଷଜ୍ଞ ହରିନ୍ଦ୍ର ଅହିରାଜକୁ ଉଦ୍ଧାର କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Oct 17, 2020, 8:10 PM IST