ନୂଆଦିଲ୍ଲୀ: ଦେଶରେ 14 କୋଟିରୁ ଊର୍ଦ୍ଧ୍ବ ସରିଛି କୋରୋନା ସାମ୍ପଲ ଟେଷ୍ଟ । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମୁତାବକ ଗତ 24 ଘଣ୍ଟାରେ 10 ଲକ୍ଷ 22 ହଜାର 712ଟି ଟେଷ୍ଟ ସରିଛି ।
ଡିସେମ୍ବର 9 ସୁଦ୍ଧା ଦେଶରେ ସରିଛି 14,98,36,767 କୋଭିଡ ଟେଷ୍ଟ: ICMR - କୋରୋନା ସାମ୍ପଲ ଟେଷ୍ଟ
ଆଇସିଏମଆର ଦ୍ବାରା ପ୍ରକାଶ ପାଇଥିବା ସଦ୍ୟତମ ରିପୋର୍ଟ ଅନୁସାରେ ମଙ୍ଗଳବାର 10 ଲକ୍ଷରୁ ଅଧିକ କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

ଡିସେମ୍ବର 9 ସୁଦ୍ଧା ଦେଶରେ ସରିଛି 14,98,36,767 କୋଭିଡ ଟେଷ୍ଟ: ICMR
ଯାହାକୁ ମିଶାଇ ଡିସେମ୍ବର 8 ସୁଦ୍ଧା ଦେଶରେ 14 କୋଟି 98 ଲକ୍ଷ 36 ହଜାର 767ଟି ଟେଷ୍ଟ ସରିଛି। ସ୍ବାସ୍ଥ୍ୟ ବିଭାଗର ସଚେତନତା ଓ ତତ୍ପରତା ଯୋଗୁଁ ବହୁ ମାତ୍ରାରେ କୋଭିଡ ଟେଷ୍ଟ କରାଯାଇ ସଂକ୍ରମଣକୁ ନିୟନ୍ତ୍ରଣକୁ ଅଣାଯାଇଛି। ତେବେ ବର୍ତ୍ତମାନ ଗତ 24 ଘଣ୍ଟାରେ 32 ହଜାର 080ଟି କେସ ସାମ୍ନାକୁ ଆସିଛି। ଯେଉଁଥିରେ 402 ଜଣଙ୍କର ମୃତ୍ୟୁ ହୋଇଛି।