ମୁମ୍ବାଇ: ମାର୍ଚ୍ଚ ଆରମ୍ଭରୁ ଦିଲ୍ଲୀରେ ହୋଇଥିବା ତବଲିଗୀ ଧର୍ମ ସଭା ଏବେ ସାରା ଦେଶ ପାଇଁ ଅଭିଶାପ ପାଲଟିଲାଣି । କୋରୋନା ଭୂତାଣୁ ସାରା ରାଜ୍ୟକୁ ବ୍ୟାପିଲାଣି। ଏଥିରେ ସାମିଲ ଥିବା ପ୍ରାୟ 1400 ଜଣ ମହାରାଷ୍ଟ୍ରର ବୋଲି ଜଣାପଡିଛି।
ନିଜାମୁଦ୍ଦିନ ସମାବେଶରେ ସାମିଲ ଥିଲେ ମହାରାଷ୍ଟ୍ରର 14ଶହ ଲୋକ - coronavirus
ଦିଲ୍ଲୀ ଧର୍ମ ସଭାରେ ସାମିଲ ଥିଲେ ମହାରାଷ୍ଟ୍ରର 14ଶହ ଲୋକ । 13ଶହ ଲୋକ ହେଲେ କ୍ୱାରେଣ୍ଟାଇନ । ଆଉ ଶହେଙ୍କୁ ଖୋଜୁଛି ସ୍ବାସ୍ଥ୍ୟବିଭାଗ । ଅଧଇକ ପଢନ୍ତୁ....
ଦିଲ୍ଲୀ ଧର୍ମ ସଭାରେ ସାମିଲ ଥିଲେ ମହାରାଷ୍ଟ୍ରର 14ଶହ ଲୋକ
ଏମାନଙ୍କ ମଧ୍ୟରୁ 13ଶହ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଟ୍ରେସ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୋଜାଯାଉଛି । ଚିହ୍ନଟ ହୋଇଥିବା ଲୋକଙ୍କୁ କ୍ୱାରେଣ୍ଚାଇନରେ ରଖାଯାଇଛି। ସେମାନଙ୍କର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇ ଦିଆଯାଇଛି । ଏନେଇ ସୂଚନା ଦେଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ ।
@ANI