ନୂଆଦିଲ୍ଲୀ: ପୁଣି ଆଉ ଏକ ଦୁଷ୍କର୍ମ, 14 ବର୍ଷର ନାବାଳିକାକୁ 4ଜଣ ଗଣ ଦୁଷ୍କର୍ମ କରିବା ସହ ଅକଥନୀୟ ଅତ୍ୟାଚାର କରିଛନ୍ତି । ବୁଲନ୍ଦସହରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୋଲିସର କହିବାନୁସାରେ, ପୀଡିତାଙ୍କ ଜଣେ ସମ୍ପର୍କୀୟ ଘଟଣାର ଭିଡିଓ କରିବା ସହ ଏହାକୁ ଭାଇରାଲ କରିଛନ୍ତି ।
ପୁଣି ନାବାଳିକାକୁ ଗଣଦୁଷ୍କର୍ମ, ସମ୍ପର୍କୀୟଙ୍କ ଦ୍ବାରା ଭିଡିଓ ଭାଇରାଲ୍ - ଉତ୍ତରପ୍ରଦେଶରେ 14 ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ
ପୁଣି ଲଜ୍ଜା । ଉତ୍ତରପ୍ରଦେଶରେ 14 ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ।
ଫାଇଲ ଫଟୋ
ତେବେ ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ପୋଲିସ ଆରେଷ୍ଟ କରିଛି । ଉନ୍ନାଓ ପୀଡିତାଙ୍କ ମୃତ୍ୟୁର କିଛି ଘଣ୍ଟା ପରେ ଏହି ଘଟଣା ସାମ୍ନାକୁ ଆସିବା ଏକ ଲଜ୍ଜାର ବିଷୟ ।