ଓଡିଶା

odisha

ETV Bharat / bharat

ଶନିବାର ସୁଦ୍ଧା ଦେଶରେ ହୋଇଛି 1,30,72,718 କୋରୋନା ଟେଷ୍ଟ: ICMR - ICMR ropert

ଶନିବାର ସୁଦ୍ଧା ଦେଶରେ 1,34,33,742 ନମୁନା ପରୀକ୍ଷଣ ହୋଇଥିବା ଭାରତୀୟ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ପକ୍ଷରୁ ସୂଚନା ମିଳିଛି। ସେହିପରି ଶୁକ୍ରବାର ଦିନ 3,61,024 ମାମଲା ପରୀକ୍ଷଣ ହୋଇଥିବା ଆଇସିଏମଆର୍ କହିଛି।

ଶନିବାର ସୁଦ୍ଧା ଦେଶରେ ହୋଇଛି 1,30,72,718 କୋରୋନା ଟେଷ୍ଟ: ICMR
ଶନିବାର ସୁଦ୍ଧା ଦେଶରେ ହୋଇଛି 1,30,72,718 କୋରୋନା ଟେଷ୍ଟ: ICMR

By

Published : Jul 18, 2020, 12:05 PM IST

ନୂଆଦିଲ୍ଲୀ:ଦେଶରେ କୋରୋନା କାୟା ବଢିଚାଲିଛି। ଏ ସମୟରେ ଅଧିକରୁ ଅଧିକ ପରୀକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଉଛି। ତେବେ ଆଜି ଦେଶରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଶନିବାର ସୁଦ୍ଧା ଦେଶରେ 1,34,33,742 ନମୁନା ପରୀକ୍ଷଣ ହୋଇଥିବା ଭାରତୀୟ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ପକ୍ଷରୁ ସୂଚନା ମିଳିଛି। ସେହିପରି ଶୁକ୍ରବାର ଦିନ 3,61,024 ମାମଲା ପରୀକ୍ଷଣ ହୋଇଥିବା ଆଇସିଏମଆର୍ କହିଛି। ସେପଟେ ଦେଶରେ 10 ଲକ୍ଷ ଟପିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ଏପଟେ ଦିନକରେ 34,884 ଆକ୍ରାନ୍ତ ଚିହ୍ନଟ ଓ 671 ମୃତ । ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 10,38,716 । ସେହିପରି ମୃତ୍ୟୁ ସଂଖ୍ୟା 26,273 । ଅନ୍ୟପଟେ 6,53,751 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ABOUT THE AUTHOR

...view details