ଓଡିଶା

odisha

ମହାରାଷ୍ଟ୍ରରେ ଭୟଙ୍କର କୋରୋନା ସ୍ଥିତି, 24 ଘଣ୍ଟାରେ 118 ପଜିଟିଭ

ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଶୁକ୍ରବାର 118ଟି ନୂଆ ମାମଲା ସାମନାକୁ ଆସିଛି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତ 3320 ଛୁଇଁଛି । ଅଧିକ ପଢନ୍ତୁ...

By

Published : Apr 18, 2020, 1:00 AM IST

Published : Apr 18, 2020, 1:00 AM IST

ମହାରାଷ୍ଟ୍ରରେ ଭୟଙ୍କର କୋରୋନା ସ୍ଥିତି, 24 ଘଣ୍ଟାରେ 118 ପଜିଟିଭ
ମହାରାଷ୍ଟ୍ରରେ ଭୟଙ୍କର କୋରୋନା ସ୍ଥିତି, 24 ଘଣ୍ଟାରେ 118 ପଜିଟିଭ

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ପାଲଟୁଛି । ଏବେ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତ 3320ରେ ପହଞ୍ଚିଛି । ବିଶେଷ କରି ମାୟା ନଗରୀ ମୁମ୍ବାଇରେ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି ।

ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଶୁକ୍ରବାର 118ଟି ନୂଆ ମାମଲା ସାମନାକୁ ଆସିଛି । ଏହାସହ ରାଜ୍ୟରେ ମୋଟ ଆକ୍ରାନ୍ତ 3320 ଛୁଇଁଛି । ସେହିପରି ଗୋଟିଏ ଦିନରେ 7 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

ପୁଣେ ଓ ମୁମ୍ବାଇରେ କୋରୋନା ପଜିଟିଭ ସବୁଠୁ ଅଧିକ ରହିଛି । ଏବେ ଯାଏଁ ସାରା ରାଜ୍ୟରେ ବାହାରିଥିବା କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ମୁମ୍ବାଇରେ ଅଧାରୁ ଅଧିକ ପଜିଟିଭ ମାମଲା ରହିଛି । ଏହାସହ ଏଠାରେ କୋରୋନାଜନିତ ମୃତ୍ୟୁ ମହାରାଷ୍ଟ୍ରରେ ସର୍ବାଧିକ ରହିଛି ।

ସୌଜନ୍ୟ@ANI

ABOUT THE AUTHOR

...view details